Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜଙ୍ଗଲରେ ଝୁଲନ୍ତା ମୃତ ଦେହ, ଥାନାରେ ହତ୍ୟା ଅଭିଯୋଗ, ପହଞ୍ଚିନି ପୁଲିସ

by ସଞ୍ଜୟ ସ୍ୱାଇଁ
March 9, 2021
in Feature News
ଜଙ୍ଗଲରେ ଝୁଲନ୍ତା ମୃତ ଦେହ, ଥାନାରେ ହତ୍ୟା ଅଭିଯୋଗ, ପହଞ୍ଚିନି ପୁଲିସ
866
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା); ନୟାଗଡ଼ ସଦରଥାନା ଅନ୍ତର୍ଗତ ଚାହାଳୀ ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ଚାହାଳୀ ଗ୍ରାମର ମାଟିଆ ବେହେରା । ସୂଚନାନୁସାରେ, ମାଟିଆ ତାଙ୍କ ଶାଳକୁ ଯାଇଥିବା ବେଳେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଘରକୁ ଫେରିନଥିଲେ । ପରିବାର ଲୋକେ ଖୋଜାଖୋଜି କରି ତାଙ୍କ ମୃତ ଦେହକୁ ଝୁଲନ୍ତା ଅବସ୍ଥାରେ ଶାଳଠାରୁ ୫ ଶହ ମିଟର ଜଙ୍ଗଲ ଭିତରେ ଠାନ କରିଥିଲେ । ତାଙ୍କ ଶାଳ ନିକଟରେ ଥିବା ଏକ ଟ୍ରାକ୍ଟର ଏବଂ ଶାଳରେ ଥିବା କ୍ରସର ମଧ୍ୟ ପୋଡ଼ି ଯାଇଥିବା ଦେଖା ଯାଇଛି । ମାଟିଆଙ୍କ ମୃତ୍ୟୁ ନେଇ ପରିବାର ଲୋକେ ଖବର ଦେବାରେ ଭୁବନେଶ୍ୱରରେ ରହୁଥିବା ପୁଅ କୃଷ୍ଣଚନ୍ଦ୍ର ବେହେରା ଆସି ସଂନ୍ଧ୍ୟା ୬ଟା ୩୦ରେ ସଦରଥାନାରେ ହାଜର ହୋଇ ଏତଲା ଦେଇଥିଲେ । ମାତ୍ର ପୁଲିସ ରାତି ୧୦ ଘଟିକା ସୁଦ୍ଧା ଘଟଣାସ୍ଥଳରେ ପହଞ୍ôଚନଥିବା ଜଣାଯାଇଛି । ପୁଲିସର ଏହି ବିଳମ୍ବତା ପଛର ରହସ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!