Monday, May 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହାତୀ ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ

by ସଞ୍ଜୟ ସ୍ୱାଇଁ
May 16, 2025
in State
ହାତୀ ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ
88
VIEWS
Share on FacebookShare on Twitter

ଟାଙ୍ଗୀ, (ବାଘୁଆବାର୍ତ୍ତା): ଜଙ୍ଗଲୀ ହାତୀ ଆକ୍ରମଣରେ ଆଜି ଅପରାହ୍ନ ୫ଟାବେଳେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି |ମୃତ ଚାଷୀ ଜଣକ ହେଲେ ଜଙ୍କିଆ ଥାନା ଅଧିନସ୍ଥ ଟାଙ୍କୋଳ ଦେଉଳ ସାହିର ପଠାଣି ସ୍ୱାଇଁ (୬୦)ବୋଲି ଜଣାଯାଇଛି |ପଠାଣି ନିଜର ଲୁନା ଗାଡି ଯୋଗେ ମଲାଗୁଣି ନଦୀ ପଠାସ୍ଥିତ ପରିବା କ୍ଷେତକୁ ପରିବା ଆଣିବା ପାଇଁ ଯାଇ ଫେରୁଥିବା ବେଳେ କେତେକ କହୁଥିବା ବେଳେ ଆଉ କେତେକ କାଜୁ ଜଙ୍ଗଲରୁ ଫେରୁଥିବା ବେଳେ ବାଲିକୁଦାଠାରେ ସମ୍ମୁଖରୁ ଦନ୍ତା ହାତୀତି ଆକ୍ରମଣ କରିଥିଲା |ହାତୀ ଆକ୍ରମଣରେ ପଠାଣିଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ପେଟ ଫାଟି ଯାଇଛି |ଅନୁରୂପଭାବେ ମୁଣ୍ଡରେ ଗଭୀର ଆଘାତରେ ପ୍ରଚୁର ରକ୍ଶ୍ରାବ ଯୋଗୁଁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି |ଖବର ପାଇ ଗ୍ରାମବାସୀମାନେ ସ୍ଥାନୀୟ ଅଞ୍ଚଳରେ ପହଞ୍ଚି ସ୍ଥାନୀୟ ପୁଲିସ ଓ ବନ ବିଭାଗକୁ ଖବର ଦେବା ସତ୍ୱେ କେହି ଘଟଣା ସ୍ଥଳରେ ପହଞ୍ଚି ନଥିବାରୁ ମୃତ୍ୟୁକୁ ନେଇ ଘଟଣା ସ୍ଥଳରେ ଚାପା ଉତ୍ୱେଜନା ସୃଷ୍ଟି ହୋଇଥିଲା |ତେବେ ବିଶୃଙ୍ଖଳା ଭୟରେ ବିଭାଗ ପକ୍ଷରୁ କେହି ପହଞ୍ଚି ନଥିବା ସ୍ଥାନୀୟବାସୀ ଅଭିଯୋଗ କରିଥିଲେ | ଘଟଣା ଘଟିବାର ଦୀର୍ଘ ୩ଘଣ୍ଟା ପରେ ଅର୍ଥାତ ସାଢ଼େ ୮ଟା ବେଳକୁ ଉଭୟ ଜଙ୍କିଆ ପୁଲିସ ଓ ବନ ବିଭାଗ କର୍ମଚାରୀ ପହଞ୍ଚିଥିବା ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି | ଭୂଷଣ୍ଡପୁର ଫରେଷ୍ଟର ପ୍ରଶାନ୍ତ କୁମାର ଦାଶଙ୍କୁ ପଚାରିବାରେ ଜଙ୍ଗଲେ ହାତୀ ଥିବା ଯୋଗୁଁ ସ୍ଥାନୀୟବାସୀଙ୍କୁ ଜଙ୍ଗଲ ଭିତରକୁ ନଯିବା ପାଇଁ ବାରମ୍ବାର ଅବଗତ ସହ ସଚେତନ କରାଯାଉଛି |ଏହା ସତ୍ୱେ ସବୁ ଜାଣିମଧ୍ୟ ଲୋକେ ଯାଆସ କରୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି |ତେବେ ସରକାରୀ ନିୟମ ଅନୁସାରେ ଯାହା ସହଯୋଗ କରାଯିବ ବୋଲି ସେ ସୂଚନା ଦେଇଥିଲେ |

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

May 2, 2026
ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

May 2, 2026
ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

May 2, 2026
ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

May 2, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 2, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!