Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଲଟ୍ରାସାଉଣ୍ଡରେ ଯାଆଁଳା ପିଲା, ହେଲେ ଜନ୍ମ ବେଳକୁ ଗୋଟିଏ

by ସଞ୍ଜୟ ସ୍ୱାଇଁ
May 14, 2025
in State
ଅଲଟ୍ରାସାଉଣ୍ଡରେ ଯାଆଁଳା ପିଲା, ହେଲେ ଜନ୍ମ ବେଳକୁ ଗୋଟିଏ
224
VIEWS
Share on FacebookShare on Twitter

ବାଲେଶ୍ୱର, (ବାଘୁଆବାର୍ତ୍ତା): ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା । ଅଲଟ୍ରାସାଉଣ୍ଡ ରିପୋର୍ଟକୁ ନେଇ ମେଡିକାଲ ପରିସରରେ ଦେଖାଦେଇଛି ଉତ୍ତେଜନା । ସୂଚନା ମୁତାବକ ରାଇବଣିଆ ଥାନା ମାକିଡିଆର କାହ୍ନୁ ଚରଣ ପାଲଙ୍କ ପତ୍ନୀଙ୍କ ପ୍ରସବ ଯନ୍ତ୍ରଣା ହେବାକୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ଡେଲିଭରୀ ରୁମକୁ ନେବା ପୂର୍ବରୁ ପ୍ରଥମେ ଅଲଟ୍ରାସାଉଣ୍ଡ କରାଯାଇଥିଲା । ଅଲଟ୍ରାସାଉଣ୍ଡ ରିପୋର୍ଟ ମୁତାବକ ମହିଳାଙ୍କ ପେଟରେ ୨ଟି ପିଲା ଥିବା କୁହାଯାଇଥିଲା । ହେଲେ ଡେଲିଭରୀରେ କେବଳ ଗୋଟିଏ ପିଲା ଜନ୍ମ ହୋଇଥିବା କଥା ଡାକ୍ତର ସୂଚନା ଦେଇଥିଲେ । ଏହାକୁ ନେଇ ପରିବାର ଲୋକ ସ୍ତବ୍ଧ ହୋଇଯାଇଥିଲେ । ଏହାସହ ସେମାନେ ଡାକ୍ତରଖାନା ପରିସରରେ ହୋ ହାଲ୍ଲା କରିଛନ୍ତି । ସେମାନଙ୍କ କହିବା କଥା ଅଲଟ୍ରାସାଉଣ୍ଡ ରିପୋର୍ଟରେ ଦୁଇଟି ପିଲା ଥିବା କଥା କୁହାଯାଉଥିବା ବେଳେ ଆଉ ଗୋଟିଏ ପିଲା କୁଆଡେ ଗଲା । । ଏହାକୁ ନେଇ ମେଡ଼ିକାଲ ପରିସରରେ କିଛି ସମୟ ପର୍ୟ୍ୟନ୍ତ ଉତ୍ତେଜନା ଦେଖିବାକୁ ମିଳିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!