Monday, September 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶିଶୁ କନ୍ୟାକୁ ପ୍ରଲୋଭିତ କରି ଅଶ୍ଳୀଳ ଫୋଟୋ ଭାଇରାଲ୍

by ସଞ୍ଜୟ ସ୍ୱାଇଁ
May 8, 2025
in Crime, State
ଶିଶୁ କନ୍ୟାକୁ ପ୍ରଲୋଭିତ କରି ଅଶ୍ଳୀଳ ଫୋଟୋ ଭାଇରାଲ୍
242
VIEWS
Share on FacebookShare on Twitter

ବାଣପୁର, (ବାଘୁଆବାର୍ତ୍ତା): ଶିଶୁ କନ୍ୟାକୁ ପ୍ରଲୋଭିତ କରି ଅଶ୍ଳୀଳ ଫୋଟୋ ଭାଇରାଲ୍ ଅଭିଯୋଗ । ଗୁରୁବାର ସକାଳୁ ଚଢ଼ାଉ କରି ନାଚୁଣୀ ଥାନା ଅନ୍ତର୍ଗତ ଖଜୁରିଆ ଗ୍ରାମରରୁ ଅଭିଯୁକ୍ତକୁ ଗିରଫ କଲା ଦିଲ୍ଲୀସ୍ଥିତ ସିବିଆଇର ଏକ ଟିମ୍। ସୂଚନା ମୁତାବକ, ହରିଚନ୍ଦନପୁର ଗ୍ରାମର ୪୫ ବର୍ଷୀୟ ଦୋଳଗୋବିନ୍ଦ ଜେନା ଦେଢ଼ ବର୍ଷ ପୂର୍ବେ ଉକ୍ତ ଗ୍ରାମର ଏକ ଶିଶୁ କନ୍ୟାକୁ ପ୍ରଲୋଭନ ଦେଖାଇ ତାର ଅଶ୍ଳୀଳ ଫୋଟୋ ଉତ୍ତୋଳନ କରି ଭାଇରାଲ କରିଥିଲେ। ଏ ସମ୍ପର୍କରେ ଦିଲ୍ଲୀ ସ୍ଥିତ ସିବିଆଇ ବିଭାଗର ସ୍ପେସିଆଲ ଟିମ୍ ଗତମାସ ୧୧ ତାରିଖରେ ଆଇଟି ଆକ୍ଟ ୨୦୦୦ ଓ ପୋକ୍ସ ଆକ୍ଟ ୨୦୧୨ରେ ଏକ ମାମଲା ରୁଜୁ କରିଥିଲା। ମାମଲା ରୁଜୁ ପରେ ଏପ୍ରିଲ ମାସ ୨୮ ତାରିଖରେ ଦିଲ୍ଲୀ ସିବିଆଇର ଏକ ଟିମ ହରିଚନ୍ଦନପୁରରେ ଉକ୍ତ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରିଥିଲା। ହେଲେ ଅଭିଯୁକ୍ତ ଦୋଳଗୋଵିନ୍ଦ ସେଠାରୁ ଖସି ପଲେଇଥିଲା। କିନ୍ତୁ ଆଜି ସକାଳ ସକାଳୁ ଦିଲ୍ଲୀ ସିବିଆଇର ଏକ ୫ ଜଣିଆ ଟିମ ନାଚୁଣୀ ପୋଲିସ ସହାୟତାରେ ଖଜୁରିଆ ସ୍ଥିତ ଦୋଳଗୋବିନ୍ଦ ଭେ୍ଣୋଇଙ୍କ ଘରେ ଚଢ଼ାଉ କରି ଦୋଳଗୋବିନ୍ଦକୁ ଗିରଫ କରିଛି। ସିବିଆଇ ଅଧିକାରୀ ଏବଂ ଅଟକ ବ୍ୟକ୍ତି ମଧ୍ୟରେ ହାତାହାତି ହୋଇ ସିବିଆଇର ଜୈନିକ ଅଧିକାରୀ ଆହାତ ହୋଇଛନ୍ତି। ସିବିଆଇ ଅଧିକାରୀ ଏ ସମ୍ପର୍କରେ ବିଶେଷ କିଛି ତଥ୍ୟ ଦେଇ ନଥିବା ବେଳେ ଦୋଳଗୋବିନ୍ଦ ଏହି ଶିଶୁର ଅଶ୍ଳୀଳ ଫୋଟୋ ବିଭିନ୍ନ ଅଶ୍ଳୀଳ ସାଇଟରେ ଅପଲୋଡ କରି ଟଙ୍କା ରୋଜଗାର କରୁଥିବା ଶୁଣିବାକୁ ମିଳିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!