Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଉତ୍ସର୍ଗ ଫାଉଣ୍ଡେସନ ଓ ୟୁଥ ୟୁନାଇଟେଡ଼ କ୍ଲବ ଆନୁକୂଲ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା

by ସଞ୍ଜୟ ସ୍ୱାଇଁ
May 1, 2025
in State
ଉତ୍ସର୍ଗ ଫାଉଣ୍ଡେସନ ଓ ୟୁଥ ୟୁନାଇଟେଡ଼ କ୍ଲବ ଆନୁକୂଲ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା
49
VIEWS
Share on FacebookShare on Twitter

ଦଶପଲ୍ଲା,(ବାଘୁଆବାର୍ତ୍ତା): କାଶ୍ମୀରର ପହଲଗାମ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମୃତ ଭାରତୀୟ ନାଗରିକ ମାନଙ୍କ ଅମର ଆତ୍ମାର ସଦଗଦି ନିମନ୍ତେ ଆଜି ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବ୍ଲକ ଟାକରା ଠାରେ ଉତ୍ସର୍ଗ ଫାଉଣ୍ଡେସନ ଓ ୟୁଥ ୟୁନାଇଟେଡ଼ କ୍ଲବ ପକ୍ଷରୁ ଏକ ବିଶାଳ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ପ୍ରଥମେ ଶନି ମନ୍ଦିର ଠାରୁ ଆରମ୍ଭ ହୋଇ ଟାକରା ବଜାର ପରିକ୍ରମା କରି ଗୋପାଳପୁର, ରଥିପୁର ବୁଲି ସିଦ୍ଧେଶ୍ୱର ମନ୍ଦିର ନିକଟରେ ପହଞ୍ଚି ୨ ମିନଟ ନିରବ ପ୍ରାର୍ଥନା କରିଥିଲେ ଏଥିରେ ଉତ୍ସର୍ଗ ଫାଉଣ୍ଡେସନର ପ୍ରିୟବ୍ରତ ଆଚାର୍ଯ୍ୟ, ନିହାର ରଂଜନ ମହାନ୍ତି, ବନମାଳୀ ସାହୁ, ମନ୍ମଥ ସାହୁ,, ଚନ୍ଦନେଶ୍ୱର ଦାସ, ସମ୍ବିତ କୁମାର ଭଟ୍ଟ, ଚିତ ରଂଜନ ମିଶ୍ର ପ୍ରମୁଖ ସାମିଲ ହୋଇଥିବା ବେଳେ ୟୁଥ ୟୁନାଇଟେଡ଼ କ୍ଲବ ତରଫରୁ ନିର୍ମଳ ଚନ୍ଦ୍ର ବାରିକ,ରଂଜନ ପରିଡ଼ା, ବାସୁଦେବ ସାହୁ, ବିଭୁଦତ ନାୟକ, ଅଶୋକ କୁମାର ସାହୁ ଭଳି ଅନେକ ସଦସ୍ୟ ତଥା ଟାକରା ଅଂଚଳର ଅନେକ ସମାଜସେବି, ବୁଦ୍ଧିଜୀବୀ ସାମିଲ ହୋଇଥିଲେ।ଏଥିରେ ମୃତ ଭାରତୀୟ ନାଗରିକଙ୍କ ଅମର ଆତ୍ମାର ସଦଗଦି କାମନା କରିବା ସହିତ କାଶ୍ମୀର ପହଲଗାମ ଠାରେ ଘଟିଥିବା ଘଟଣା କୁ ଦୃଢ଼ନିନ୍ଦା କରିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!