Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଲିକତାରେ ଦିଦି ବନାମ ମୋଦୀ

by ସଞ୍ଜୟ ସ୍ୱାଇଁ
March 7, 2021
in NATIONAL NEWS, Politics
କଲିକତାରେ ଦିଦି ବନାମ ମୋଦୀ
134
VIEWS
Share on FacebookShare on Twitter

କୋଲକତା,(ବାଘୁଆବାର୍ତ୍ତା): ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ମୋଦୀ ବନାମ ଦିଦିଙ୍କ ଲଢେଇ ଯୋରଦାର ଚାଲିଛି । ଆଜି ବିଗ୍ରେଡ ପରେଡ ଗ୍ରାଉଣ୍ଡରେ ନରେନ୍ଦ୍ର ମୋଦୀ ଦିଦିଙ୍କ ଉପରେ ବର୍ଷିଛନ୍ତି । କଲିକତାରେ ବିଜେପି ଶକ୍ତି ପ୍ରଦର୍ଶନ କରିବା ସହିତ ବାମଦଳ ଓ ଟିଏମସିକୁ ଟାର୍ଗେଟ କରିଛନ୍ତି । ପରିବର୍ତ୍ତନ ପାଇଁ ବେଙ୍ଗଲ ଲୋକ ପ୍ରସ୍ତୁତ ବୋଲି କହିବା ସହ ସବକା ସାଥ୍ ସବକା ବିକାଶର ଓ ସବକା ବିଶ୍ୱାସ ଆହ୍ୱାନ ଦେଇଛନ୍ତି । ସବୁ ବର୍ଗର ଲୋକଙ୍କ ବିକାଶ ବିଜେପି ଚାହେଁ ବୋଲି ମୋଦି ଆହ୍ୱାନ ଦେଇଛନ୍ତି । ଏଥି ସହିତ ମମତା ଲୋକଙ୍କ ସାଥିରେ ନାହାନ୍ତି ବୋଲି ମୋଦୀ ସମ୍ବୋଧନ କରିଛନ୍ତି । ଅନ୍ୟ ଏକ ପକ୍ଷରେ ମମତା ଦିଦି ଏକ ରାଲି ମାଧ୍ୟମରେ ମୋଦୀଙ୍କ ଉପରେ ବର୍ଷିଛନ୍ତି । ଦରଦାମ ବୃଦ୍ଧି ସହିତ ତୈଳଦର ଓ ଗ୍ୟାସର ବୃଦ୍ଧି ଉପରେ ମୋଦି କାହିଁକି ଚୁପ୍ ବସିଛନ୍ତି ବୋଲି ଦିଦି ପ୍ରଶ୍ନ କରିଛନ୍ତି । ମୋଦୀ କେବଳ କଥା କୁହନ୍ତି, କାମରେ ଜିରୋ ବୋଲି ମମତା ବକ୍ତବ୍ୟ ରଖିଛନ୍ତି । ମାଗଣାରେ ରାସନ ଦେଉଛ, ଗ୍ୟାସ କାହିଁକି ଦଉନ ବୋଲି ପ୍ରଶ୍ନ କରିଛନ୍ତି ଦିଦି । ଏଥି ସହିତ ସାମ୍ନାସାମ୍ନି ଆଲୋଚନା କରିବାକୁ ଦିଦି ଆହ୍ୱାନ ଦେଇଛନ୍ତି । ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଭାରେ ବଲିଉଡ ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀ ବିଜେପିରେ ଯୋଗ ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!