Monday, September 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ଜିଲ୍ଲା ଫୁଟବଲ ଚମ୍ପିୟାନ ସିପ ସିଏମ ଟ୍ରଫି -୨୦୨୫ ଉଦଯାପିତ

by ସଞ୍ଜୟ ସ୍ୱାଇଁ
April 14, 2025
in Nayagarh, Sports, State
ନୟାଗଡ଼ ଜିଲ୍ଲା ଫୁଟବଲ ଚମ୍ପିୟାନ ସିପ ସିଏମ ଟ୍ରଫି -୨୦୨୫ ଉଦଯାପିତ
147
VIEWS
Share on FacebookShare on Twitter

୩-୦ ଗୋଲରେ ସ୍ପୋର୍ଟ୍ସ ଆସୋସିଏସନ, ଖଣ୍ଡପଡାକୁ ହରାଇ ୟୁଥ ସ୍ପୋର୍ଟ୍ସ ବାଇଗଣିଆ, ଭାପୁର ଚମ୍ପିୟାନ

ନୟାଗଡ, (ବାଘୁଆବାର୍ତ୍ତା): ନୟାଗଡ଼ ଖେଳ ପଡିଆରେ ନୟାଗଡ଼ ଜିଲ୍ଲା ଫୁଟବଲ ଚମ୍ପିୟାନ ସିପ ୨୦୨୫ ସି.ଏମ ଟ୍ରଫି ସୋମବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି |୭ ଦିନ ଧରି ଚାଲିଥିବା ଏହି ୧୫ ବର୍ଷରୁ କମ ବର୍ଗର ଖେଳରେ ଅନୁଷ୍ଠିତ ଫାଇନାଲ ଖେଳରେ ସ୍ପୋର୍ଟ୍ସ ଆସୋସିଏସନ, ଖଣ୍ଡପଡା ସହିତ ୟୁଥ ସ୍ପୋର୍ଟ୍ସ ବାଇଗଣିଆ, ଭାପୁର ପରସ୍ପରକୁ ଭେଟିଥିଲେ |ତେବେ ଏହି ଫାଇନାଲ ଖେଳରେ ୟୁଥ ସ୍ପୋର୍ଟ୍ସସ୍ପୋର୍ଟ୍ସ ଆସୋସିଏସନ ବାଇଗଣିଆ, ଭାପୁର ଦଳ କ୍ରମାଗତ ୩ ଟି ଗୋଲ ସ୍କୋର କରି ଚମ୍ପିୟାନ ହୋଇ ଚମ୍ପିୟାନ ସିଲ ଗ୍ରହଣ କରିଥିବାବେଳେ ସ୍ପୋର୍ଟ୍ସ ଆସୋସିଏସନ, ଖଣ୍ଡପଡା ରନର୍ସ ଅପ ହୋଇ ରନର୍ସ ଅପ କପ ହାସଲ କରିଛନ୍ତି |

ଆଜିର ଖେଳରେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଧାରା ବିବରଣୀ ପ୍ରଦାନ କରିଥଲେ| ଫାଇନାଲ ଖେଳରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଡ ଅରୁଣ କୁମାର ସାହୁ ଯୋଗ ଦେଇ ଉଭୟ ଦଳର ଖେଳାଳି ମାନଙ୍କ ସହ କରମର୍ଦ୍ଦନ କରିଥିଲେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ରଣପୁରର ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ପୌରାଧକ୍ଷା ନିରୁପମା ଖଟେଇ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ଖେଳକୁ ଜିଲ୍ଲା କ୍ରୀଡା ଅଧିକାରୀ ସୁଜାତା ସାହୁ, ଜିଲ୍ଲା ଆଥଲେଟିକ ଆସୋସିସନର ସମ୍ପାଦକ ଅଶେଷ କୁମାର ଦାସ, ଅବସରପ୍ରାପ୍ତ ଜିଲ୍ଲା କ୍ରୀଡା ଅଧିକାରୀ ଆଲୋକ ଦାଶ, ସହ ସମ୍ପାଦକ ବିନାୟକ ପ୍ରସାଦ ରାଓ, ଗନୁ ଦାସ, ରିଟୁ ମହାପାତ୍ର, ନଟ ମହାନ୍ତି ପ୍ରମୁଖ ଆଗେଇ ନେଇଥିଲେ |

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!