Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ତରଫରୁ ତାଲିମ୍ ଶିବିର

by ସଞ୍ଜୟ ସ୍ୱାଇଁ
April 10, 2025
in Nayagarh, State
ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ତରଫରୁ ତାଲିମ୍ ଶିବିର
98
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ସଚିବ ଅଞ୍ଚଳି ମଛଖଣ୍ଡଙ୍କ ନିର୍ଦ୍ଦେଶରେ ଜିଲ୍ଲା କାରାଗାର ନୟାଗଡ଼ର ଅନ୍ତେବାସୀଙ୍କ ମଧ୍ୟରୁ ନବନିଯୁକ୍ତ ପାରାଲିଗାଲ ଭଲେଣ୍ଟିଅର ଦୁଇଜଣଙ୍କୁ ନେଇ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । ଗ୍ରାମୀଣ ଆଇନ୍ ସଚେତନତା କର୍ମୀ (ଅଧିକାର ମିତ୍ର) ପ୍ରଫୁଲ୍ଲ କୁମାର ବେହେରା ତାଲିମ୍ ପ୍ରଦାନ କଲାବେଳେ କହିଥିଲେ ପାରାଲିଗାଲ ଭଲେଣ୍ଟିଅର କାହାକୁ କହନ୍ତି, ଏମାନଙ୍କର ଭୁମିକା ଓ କର୍ତ୍ତବ୍ୟ କ’ଣ, ଏମାନେ କିପରି ସମାଜର ଅବହେଳିତ ଜନସାଧାରଣ ଏବଂ ଆଇନ୍ ସେବା ପ୍ରାଧିକରଣ ସହିତ ସମନ୍ୱୟ ରଖି କାର୍ଯ୍ୟକରିବେ, ଅନ୍ୟତମ ତାଲିମ୍‌ଦାତା ଆଇନ୍‌ଜୀବୀ କାମାକ୍ଷାପ୍ରସାଦ ଦାସ ଅପରାଧିମାନଙ୍କର ଅଧିକାର ତଥା ଗିରଫ, ଯାମିନ୍ ଏବଂ ଶ୍ରମିକ ନିୟମାବଳୀ ଉପାରେ ତାଲିମ୍ ପ୍ରଦାନ କରିଥିବା ବେଳେ ବରିଷ୍ଠ ଆଇନ୍‌ଜୀବୀ ରମେଶଚନ୍ଦ୍ର ମହାରଣା ମହିଳା ଘରୋଇ ହିଂସା ଆଇନ୍ ୨୦୦୫, ମୌଳିକ ଫୌଜଦାରି ଆଇନ୍ ଏବଂ ମହିଳା ସମ୍ବନ୍ଧିୟ ଆଇନ୍‌ଗତ ବିଧାନ ସମ୍ବନ୍ଧରେ ତାଲିମ୍ ପ୍ରଦାନ କରିଥିଲେ । ଉପ ଅଧିକ୍ଷକ ଅଜିତ୍ ବେହେରା ଏବଂ ସହ ଉପ ଅଧିକ୍ଷକ ମିନକେତନ ମଲ୍ଲିକ, ଜିଲ୍ଲା କାରାଗାର ନୟାଗଡ଼ ଉପସ୍ଥିତ ଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!