Thursday, September 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟ୍ରେଡିଂ ଆପରେ ଠକିଥିଲେ ୧. ୪ କୋଟି, ମାଡି ବସିଲା କ୍ରାଇମବ୍ରାଞ୍ଚ ଟିମ୍

by ସଞ୍ଜୟ ସ୍ୱାଇଁ
March 31, 2025
in Crime, State
ଡିଜିଟାଲ ଆରେଷ୍ଟର ମିଛ ଫାଶରେ ପଡ଼ିଗଲେ ପୂର୍ବତନ ସେନା ଅଧିକାରୀ
73
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): କ୍ରାଇମବ୍ରାଞ୍ଚ ହ୍ୟାଣ୍ଡକପରେ ଅନ୍ତରାଜ୍ୟ ସାଇବର ଠକ । ୧ .୪ କୋଟି ଟଙ୍କାର ସାଇବର ଠକେଇ କରି ଗିରଫ ହେଲେ ୭ ଜଣ ଅଭିଯୁକ୍ତ । ଗିରଫ ଅଭିଯୁକ୍ତମାନେ ହେଲେ ଜ୍ୟୋତି ରାଜୁ , ରାଜୁ ସି , ଇଶ୍ମାଇଲ ରାହାଇଦ, ବାସୀମ ପଟ୍ଟାରାଜା ଏସ , ଜେଗାଥିସ ରାଧାକୃଷ୍ଣନ ଓ ଇ ସକ୍ତିକୁମାରାଭେଲ । ତଦନ୍ତ ସମୟରେ ଅନେକ ସିମ କାର୍ଡ, ଆଧାରକାର୍ଡ ,ହ୍ବାଟସାର୍ପ ସ୍କ୍ରିନସର୍ଟ, ଡେବିଟ କାର୍ଡ ଓ ପାସବୁକ ଇତ୍ୟାଦି ଜବତ କରିଛି କ୍ରାଇମବ୍ରାଞ୍ଚ ଟିମ । ଏହାସହ ବିଭିନ୍ନ ଆକାଉଣ୍ଟ ଫ୍ରିଜ କରିବା ପରେ ୧୯ଲକ୍ଷ ଟଙ୍କା ଜବତ କରିଛି ଟିମ । ଟ୍ରେଡିଂ ଆପରେ କୋଟି କୋଟି ଟଙ୍କା ଠକେଇ ଘଟଣାରେ ଅନ୍ତର୍ଭୁକ୍ତ ସମସ୍ତ ଅଭିଯୁକ୍ତଙ୍କୁ କର୍ଣ୍ଣାଟକ ଓ ତାମିଲନାଡୁରୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଗତ ଜାନୁଆରୀ ମାସ ୨୩ ତାରିଖରେ ଭୁବନେଶ୍ୱର ସାଇବର ପୋଲିସ ଷ୍ଟେସନରେ ଏକ ମମାଲା ରୁଜୁ ହୋଇଥିଲା । ଟ୍ରେଡିଂ ଆପରେ ଟଙ୍କାର ପ୍ରଲୋଭନ ଦେଖାଇ ଅଭିଯୋଗକାରୀଙ୍କ ଠାରୁ କୋଟି କୋଟି ଟଙ୍କା ସାଇବର ଠକ ଲୁଟିଥିବା ନେଇ ଥାନାରେ ଏତେଲା ହୋଇଥିଲା । ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚ ପକ୍ଷରରୁ ଏକ ଟିମ ଗଠନ କରାଯାଇ ତଦନ୍ତ କରାଯାଉଥିଲା । ଯଦି କୌଣସି ଏଭଳି ଘଟଣା ପରିପାର୍ଶ୍ୱକରେ ଘଟୁଛି ତେବେ ସଙ୍ଗେସଙ୍ଗେ ସାଇବର ହେଲ୍ପ ଲାଇନ ୧୯୩୦ ନମ୍ବରରେ ଯୋଗାଯୋଗ କରିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!