Wednesday, June 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଘୁଆବାର୍ତ୍ତାର ୧୯ ତମ ଜନ୍ମ ଦିବସ

by ସଞ୍ଜୟ ସ୍ୱାଇଁ
March 29, 2025
in Feature, Nayagarh
ବାଘୁଆବାର୍ତ୍ତାର ୧୯ ତମ ଜନ୍ମ ଦିବସ
268
VIEWS
Share on FacebookShare on Twitter

ଆଜି ଏକ ପବିତ୍ର ଦିବସ । ଆଜିର ଦିବସ ହେଉଛି ବାଘୁଆବାର୍ତ୍ତାର ୧୯ ତମ ଜନ୍ମ ଦିବସ । ୨୦୦୭ ମସିହା ମାର୍ଚ୍ଚ ୨୯ ତାରିଖରେ ବାଘୁଆବାର୍ତ୍ତା ଜନ୍ମ ନେଇଥିଲା । ରାଜ୍ୟ ସରକାରଙ୍କର ସୂଚନା ଓ ଲୋକ ସଂମ୍ପର୍କ ବିଭାଗ ୨୦୦୯ ମସିହାରେ ବିଭାଗୀୟ ସ୍ୱୀକୃତ୍ତି ପ୍ରଦାନ କରିଥିଲେ । ଏହା ଆମ ପାଇଁ ସବୁଠାରୁ ଗର୍ବ ଓ ଗୈାରବର କଥା । ନୟାଗଡ଼ ଭଳି ଏକ ଛୋଟ ଜିଲ୍ଲାରେ ଜନସାଧାରଣଙ୍କର ଅକୁଣ୍ଠ ସହଯୋଗ ଲାଗି ବାଘୁଆବାର୍ତ୍ତା ଆଜି ବଂଚି ରହିଛି । ୧୯ ବର୍ଷର ଅହରହ ସଂଗ୍ରାମ, ତଥ୍ୟ ଭିତ୍ତିକ ଖବର ପ୍ରକାଶ, ଜନସଚେତନତା ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରି ବାଘୁଆବାର୍ତ୍ତା ଆଜି ଲୋକଙ୍କ ମନକୁ ଛୁଇଁଛି । ନିରପେକ୍ଷ, ନିରବଚ୍ଛିନ ଓ ବିକାଶ ମୂଳକ ଚିନ୍ତାଧାରା ଉପରେ ଅଧିକ ଗୁରୁତ୍ୱ ଦେଇଛି ବାଘୁଆବାର୍ତ୍ତା । ଯାହା ଫଳରେ ଦୀର୍ଘ ବର୍ଷର ଛାପା ଗଣମାଧ୍ୟମର ସଂଗ୍ରାମ ପରେ ବାଘୁଆବାର୍ତ୍ତା ଆଜି ମୁଦ୍ରଣ ଏବଂ ବୈଦ୍ୟୁତିକ ଛାପା ଭାବେ ପରିପ୍ରକାଶ ହେଉଛି । ନୟାଗଡ଼ ଜିଲ୍ଲାର ପ୍ରତ୍ୟେକ ନାଗରିକ, ପ୍ରତ୍ୟେକ ଅସହାୟ ମଣିଷ, ପ୍ରଶାସନ, ପୁଲିସ, ରାଜନେତାଙ୍କର ଆସ୍ଥା ଭାଜନ ହୋଇ ଲୋକଙ୍କ ପାଇଁ ବିକାଶର ରାସ୍ତା ଦେଖାଇବାରେ ଆମେ ଯେଉଁ ଶ୍ରମ ଦାନ କରିଛୁ, ତାହା ପାଠକୀୟ ଆଦୃତି ପରେ ଆମର ଲାଘବ ହୋଇଛି । ଆଜି ୧୯ ତମ ଜନ୍ମ ବାର୍ଷିକ ଅବସରରେ ଆମର ପାଠକ, ବିଜ୍ଞାପନ ଦାତା, ଶୁଭେଚ୍ଛୁ ଓ ସହଯୋଗ କରୁଥିବା ଜନସାଧାରଣଙ୍କୁ ‘ବାଘୁଆବାର୍ତ୍ତା’ ପରିବାର ପକ୍ଷରୁ ସାଧୁବାଦ ଜଣାଉଛୁ ।

                                                                                                           ଶୁଭେଚ୍ଛା ସହ

                                                                                               ସଂପାଦକ – ସଂଜୟ କୁମାର ସ୍ୱାଇଁ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!