ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଖରାପାଇଁ ବଦଳିଛି ବିଦ୍ୟାଳୟ ପାଠ ପଢ଼ା ସମୟ । ନବମ ଏବଂ ଏକାଦଶ ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ପାଠ ପଢ଼ା ହେବ ବୋଲି ଜଣାଯାଇଛି । ଦଶମ ଏବଂ ଦ୍ୱାଦଶ ସକାଳ ୮ ଟାରୁ ୧୨ ପର୍ଯ୍ୟନ୍ତ ପାଠ ପଢ଼ା ହେବ ବୋଲି ବିଦ୍ୟାଳୟ ଓ ଗଣିଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।