Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୭ କୋଟି ୯୦ ଲକ୍ଷ ଟଙ୍କାର ନକଲି ନୋଟ ଜବତ; ୩ ଅଟକ

by ସଞ୍ଜୟ ସ୍ୱାଇଁ
March 2, 2021
in Feature News
୭ କୋଟି ୯୦ ଲକ୍ଷ ଟଙ୍କାର ନକଲି ନୋଟ ଜବତ; ୩ ଅଟକ
769
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନକଲି ନୋଟ ଚାଲାଣ ହେଉଥିବା ବେଳେ ପୁଲିସ ହାତରେ ଧରାପଡ଼ିଲା କୋଟି କୋଟି ଟଙ୍କାର ନକଲି ନୋଟ୍ । ଏକ କାରରେ ଅଭିଯୁକ୍ତ ନକଲି ନୋଟ ନେଇ ଛତିଶଗଡ଼ରୁ ଭାଇଜାକ୍ ଯାଉଥିଲା । ତେବେ ସୁଙ୍କି ଫାଣ୍ଡି ନିକଟରେ ଧରା ହୋଇଛି ଏହି ନକଲି ନୋଟ ଭରା କାର । ନକଲି ନୋଟ ଜବତ ହେବା ସହିତ କାରରେ ଥିବା ୩ଜଣ ବ୍ୟକ୍ତିଙ୍କୁ ମଧ୍ୟ ଅଟକ ରାଖାଯାଇଛି । ଏନେଇ ସୁନାବେଡା ଏସଡିପିଓ ସୂଚନା ଦେଇଥିବା ବେଳେ କୋରାପୁଟ ଏସପି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ସୂଚନାନୁସାରେ, ଆଜି କୋରାପୁଟ ପୁଲିସର ନିର୍ଦ୍ଦେଶକ୍ରମେ ସୁଙ୍କି ଫାଣ୍ଡି ନିକଟରେ ପୁଲିସ୍ ଚେକିଂ କରୁଥିବା ଏକ କାରରେ ଛତିଶଗଡ଼ ରାୟପୁୁର ଅ ଳରୁ ନକଲି ନୋଟ ନେଇ ଭାଇଜାକ୍ ଜାଉଥିଲା । ଚେକଗେଟ ପୁଲିସ ଚେକ କଲା ସମୟରେ ଉକ୍ତ କାରରେ ପୁଲିସ କୋଟି କୋଟି ଟଙ୍କା ଦେଖି ପୁଲିସ ସନ୍ଦେହ କରିଥିଲା । ଏହାର ତଦାରଖ କଲା ପରେ ନକଲି ନୋଟ ଥିବା ଜାଣିବାକୁ ପାଇଥିଲେ । ପୁଲିସ ଏହାକୁ ଜବତ କରି ଥାନାକୁ ଆଣିଥିଲା । କାରରେ ୭ କୋଟି ୯୦ଲକ୍ଷ ଟଙ୍କାର ନକଲି ନୋଟ ଥିବା ଝାନିବାକୁ ପାଇ ଏହିସବୁ ନୋଟ ଜବତ କରିବା ସହିତ କାରରେ ଥିବା ୩ ଜଣ ବ୍ୟକ୍ତିଙ୍କୁ ଅଟକ ରଖି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି କୋରାପୁଟ ପୁଲିସ । ଏହି ନକଲି ନୋଟ କାରବାରରେ ବଡ଼ ର୍ୟାକେଟ କାମ କରୁଥିବା ଅନୁମାନ କରାଯାଇଛି । ନଚେତ୍ ଏତେ ମାତ୍ରାର ନକଲି ନୋଟ କାହା ପାଖକୁ ଯାଉଥିଲା? କଣ ପାଇଁ ଯାଉଥିଲା । ଏହାର ତଦନ୍ତ ଆରମ୍ଭ କରିଛି । ତେବେ ପୁଲିସ ଅଟକ ରଖିଥିବା ୩ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଇଂଜିନୟର ଥିବା ବେଳେ ଆଉ ଜଣେ ଜେରକ୍ସ ଏକ୍ସପଟ ଏବଂ କାର ଡ୍ରାଇଭର ଥିବା ଜଣାପଡିଛି । ତେବେ ଏମାନଙ୍କ ଘର ରାୟପୁର ଅ ଳର ହୋଇଥିବା ନେଇ କୋରାପୁଟ ଏସପି ବି. ଗୁଣ୍ଡୁପଲ୍ଲୀ ସୂଚନା ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!