ନିଆଳି, (ବାଘୁଆବାର୍ତ୍ତା): କଟକ ନିଆଳି ଚିତ୍ତରଞ୍ଜନ ସେବା ସଦନରେ ଅଭାବନୀୟ ଘଟଣା। ପୁରୁଷ କର୍ମଚାରୀଙ୍କ ଛୁରାମାଡ଼ରେ ମହିଳା କର୍ମଚାରୀ ଆହତ। ଅଭିଯୁକ୍ତକୁ ପୋଲିସର ହସ୍ତାନ୍ତର କଲେ ସେବାସଦନ କର୍ତ୍ତୃପକ୍ଷ। ଆହତ ମହିଳା କର୍ମଚାରୀଙ୍କ ଚାଲିଛି ଚିକିତ୍ସା। ପ୍ରେମ ବ୍ୟାପାରକୁ ନେଇ ଛୁରାମାଡ଼ ହୋଇଥିବା ସନ୍ଦେହ କରାଯାଉଛି।





