ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ପଦରୁ ଅବସର ନେଲେ । ଆସନ୍ତାକାଲି ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବେ ୧୯୮୮ ବ୍ୟାଚର ଆଇପିଏସ ଅଫିସର ସତ୍ୟଜିତ୍ ମହାନ୍ତି । ଆଇପିଏସ ସତ୍ୟଜିତ ପୂର୍ବରୁ ପୁଲିସ କମିଶନର ଓ ଡିଜିପି ଭାବେ ଦାୟିତ୍ୱ ତୁଲାଇ ସୂନାମ ଅର୍ଜ୍ଜନ କରିଥିଲେ ।