Thursday, September 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ବାମୀଙ୍କୁ ମଦ ପିଆଇ ନବବିବାହିତା ପତ୍ନୀଙ୍କୁ ଦୁଷ୍କର୍ମ କଲେ କକା

by ସଞ୍ଜୟ ସ୍ୱାଇଁ
March 16, 2025
in Crime, State
ସ୍ବାମୀଙ୍କୁ ମଦ ପିଆଇ ନବବିବାହିତା ପତ୍ନୀଙ୍କୁ ଦୁଷ୍କର୍ମ କଲେ କକା
195
VIEWS
Share on FacebookShare on Twitter

ଜଳେଶ୍ୱର, (ବାଘୁଆବାର୍ତ୍ତା): ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଅଧୀନସ୍ଥ ଗଡ଼ସାହି ବାଲିଆପାଳ ଅଞ୍ଚଳର ଜଣେ ନବବିବାହିତାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣକ ନବବିବାହିତାଙ୍କ ପଡ଼ିଶା ଓ ସମ୍ପର୍କରେ କକା ବୋଲି ଜଣା ପଡ଼ିଛି। ନବବିବାହିତାଙ୍କ ୬ ମାସ ତଳେ ବିବାହ ହୋଇଥିବା ବେଳେ ତାଙ୍କ ଆଧାର କାର୍ଡରେ କିଛି ତ୍ରୁଟି ଥିବାରୁ ଦୁଷ୍କର୍ମ ଅଭିଯୁକ୍ତ ଜଣକ ଏହା ଠିକ୍ କରିଦେବେ କହିଥିଲେ। ଗତକାଲି ନବବିବାହିତା ଓ ତାଙ୍କ ସ୍ବାମୀଙ୍କୁ ଏକ ବାଇକରେ ପାଖ ସିଙ୍ଗଲା ବଜାରକୁ ନେଇ ଯାଇଥିଲେ। ତେବେ ସେଠାରେ ମହିଳାଙ୍କୁ ବସ କହି ତାଙ୍କ ସ୍ବାମୀଙ୍କୁ ତାଙ୍କ ସହ ନେଇଯିବା ପରେ ମଦ ପିଆଇ ଦେଇଥିଲେ। ଫଳରେ ମହିଳାଙ୍କ ସ୍ବାମୀ ନିଶାସକ୍ତ ହୋଇ ପଡ଼ିଥିଲେ। ଏହାପରେ ଅଭିଯୁକ୍ତଜଣକ ଉଭୟଙ୍କୁ ଧରି ଗାଁକୁ ଫେରିବା ରାସ୍ତାରେ ଏକ ନିଛାଟିଆ ପଦା ଭିତରକୁ ନବବିବାହିତାଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ପ୍ରକାଶଯୋଗ୍ୟ ଯେ ନବବିବାହିତାଙ୍କ ୬ ମାସ ତଳେ ବିବାହ ହୋଇଥିବା ବେଳେ ତାଙ୍କ ଆଧାର କାର୍ଡରେ କିଛି ତ୍ରୁଟି ଥିବାରୁ ଦୁଷ୍କର୍ମ ଅଭିଯୁକ୍ତ ଜଣକ ଏହା ଠିକ୍ କରିଦେବେ କହିଥିଲେ। ଗତକାଲି ନବବିବାହିତା ଓ ତାଙ୍କ ସ୍ବାମୀଙ୍କୁ ଏକ ବାଇକରେ ପାଖ ସିଙ୍ଗଲା ବଜାରକୁ ନେଇ ଯାଇଥିଲେ। ତେବେ ସେଠାରେ ମହିଳାଙ୍କୁ ବସ କହି ତାଙ୍କ ସ୍ବାମୀଙ୍କୁ ତାଙ୍କ ସହ ନେଇଯିବା ପରେ ମଦ ପିଆଇ ଦେଇଥିଲେ। ଫଳରେ ମହିଳାଙ୍କ ସ୍ବାମୀ ନିଶାସକ୍ତ ହୋଇ ପଡ଼ିଥିଲେ। ଏହାପରେ ଅଭିଯୁକ୍ତ ଜଣକ ଉଭୟଙ୍କୁ ଧରି ଗାଁକୁ ଫେରିବା ରାସ୍ତାରେ ଏକ ନିଛାଟିଆ ପଦା ଭିତରକୁ ନବବିବାହିତାଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ପରେ ଉଭୟଙ୍କୁ ଗାଁରେ ଛାଡ଼ି ଦେଇଥିଲେ। ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ପ୍ରଥମେ ସିଙ୍ଗଲା ଓ ପରେ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ଅଣାଯାଇ ଚିକିତ୍ସା କରାଯାଉଛି। ଜଳେଶ୍ୱର ଏସଡିପିଓ ଦିଲ୍ଲୀପ କୁମାର ସାହୁ ଘଟଣାର ତଦନ୍ତ କରୁଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!