Friday, September 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଘରୋଇ ଆମ୍ବୁଲାନ୍ସରେ କଫ ସିରଫ ଚାଲାଣ

by ସଞ୍ଜୟ ସ୍ୱାଇଁ
March 11, 2025
in Crime, State
ଘରୋଇ ଆମ୍ବୁଲାନ୍ସରେ କଫ ସିରଫ ଚାଲାଣ
12
VIEWS
Share on FacebookShare on Twitter

ବଲାଙ୍ଗୀର, (ବାଘୁଆବାର୍ତ୍ତା): ଆମ୍ବୁଲାନ୍ସ ସେବା କେବଳ ବାହାନା । ଘରୋଇ ଆମ୍ବୁଲାନ୍ସରେ ହେଉଥିଲା କଫ୍ ସିରଫ ଚୋରା ଚାଲାଣ । ଖବର ପାଇ ମାଡ଼ି ବସିଲା ବଲାଙ୍ଗୀର ପୋଲିସ । ଲକ୍ଷାଧିକ ଟଙ୍କାର କଫ ସିରଫ ଜବତ କରିଛି ଟାଉନ ଥାନା ପୋଲିସ । ଘରୋଇ ଆମ୍ବୁଲାନ୍ସରେ ଆଗରୁ ବି ଅଭିଯୁକ୍ତମାନେ ଚୋରା ଚାଲାଣ କରୁଥିବା ପୋଲିସ ଜାଣିବାକୁ ପାଇଛି I ଚଢ଼ାଉ ବେଳେ ଏକ ଫାର୍ମାସି କମ୍ପାନୀର ମେଡିସିନ ରିପ୍ରେଜେଣ୍ଟେଟିଭ ରାକେଶ ପ୍ରଧାନ ଧରାପଡ଼ିଛି । ରାକେଶ ସମେତ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ମେଣ୍ଡା ଗାଁର। ରାକେଶ ଏମଆର ଭାବେ କାମ କରୁଥିବାବେଳେ ବଲାଙ୍ଗୀର ସହର ଶାସ୍ତ୍ରୀନଗର ହରିହର ମିଶ୍ର ଆମ୍ବୁଲାନ୍ସ ଡ୍ରାଇଭର ଭାବେ କାମ କରୁଥିଲେ । ଅଭିଯୁକ୍ତମାନଙ୍କଠାରୁ ୧୫ ପେଟି ୧୮ ଶହ ବୋତଲ କଫ ସିରଫ ଜବତ ହୋଇଛି । ଗୋଟିଏ ଆମ୍ବୁଲାନ୍ସ,, ପଶ୍ଚିମବଙ୍ଗ ନମ୍ବର ଥିବା ଦାମୀ କାର, ଗୋଟିଏ ସ୍କୁଟି ସହ ବିଭିନ୍ନ ସାମଗ୍ରୀ ଜବତ କରିଛି ଟାଉନ୍ ଥାନା ପୋଲିସ I

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!