କରଞ୍ଜିଆ, (ବାଘୁଆବାର୍ତ୍ତା): ରରୁଆ ଥାନା ଅନ୍ତର୍ଗତ ସିଙ୍ଗିଡା ମହାଦେବ ମନ୍ଦିର ନିକଟରେ ଦୁଇ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣେ ଗୁରୁତର ହୋଇଛି। ଗୁରୁତରଙ୍କୁ କରଞ୍ଜିଆ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ରରୁଆଁ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।





