Sunday, September 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବେଆଇନ ସ’ ମିଲ ଉପରେ ଚଢ଼ଉ, ୪ ଯୁବକ ଅଟକ

by ସଞ୍ଜୟ ସ୍ୱାଇଁ
February 27, 2025
in Crime, State
ବେଆଇନ ସ’ ମିଲ ଉପରେ ଚଢ଼ଉ, ୪ ଯୁବକ ଅଟକ
16
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ଭଦ୍ରକରେ ବନ ବିଭାଗ ଓ ପୋଲିସର ମିଳିତ ଚଢଉ । ବେଆଇନ କାଠ ମିଲ୍ ରେ କାଠ ଓ ଯନ୍ତ୍ରାଂଶ ଜବତ୍ ହୋଇଥିବା ବେଳେ ୪ ଜଣ ଅଟକ । ବିଶେଷ ସୂତ୍ରରୁ ଖବର ପାଇ ଭଦ୍ରକ ସିଟି ଡ଼ିଏସପି ସମ୍ବିତ ମାଝୀଙ୍କ ନେତୃତ୍ୱରେ ଏକ ଟିମ ଓ ବନବିଭାଗ ଅଧିକାରୀ ଟିମ ସହ ପୁରୁଣା ବଜାର ଥାନାଧୀନ ହଳଦୀଡିହ ଛକ ନିକଟରେ ଏକ ବେଆଇନ ସ ମିଲରେ ଚଢ଼ାଉ ହୋଇଚି । ତଦନ୍ତ ପରେ ଜଣାପଡିଥିଲା ବିନା କାଗଜପତ୍ର ଓ ଲାଇସେନ୍ସ ନଥାଇ ଉକ୍ତ ସ ମିଲ ଚାଲୁଛି ।

ତେବେ ତତକ୍ଷଣାତ ସ ମିଲରେ ବ୍ୟବହାର ହେଉଥିବା ଯନ୍ତ୍ରାଂଶ କୁ ଜବତ କରିଥିଲା ଯାହାର ମୂଲ୍ୟ ପ୍ରାୟ ୩ ଲକ୍ଷରୁ ଅଧିକ ତାହା ସହ ଏକ ଲିମ୍ବ କାଠ ଭର୍ତି ଗାଡିକୁ ଜବତ କରିଥିଲା ପୋଲିସ । ଏହି ଘଟଣାରେ ୪ ଜଣ ଯୁବକଙ୍କୁ ମଧ୍ୟ ପୋଲିସ ଅଟକ ରଖି ପଚାଉଚରା କରୁଛି । ତେବେ ଯେଉଁ ସ୍ଥାନରେ ସ ମିଲ ଚାଲୁଥିଲା ସେ ଯାଗାର ମାଲିକ କିଏ ଜଣାପଡିନଥିବା ବେଳେ ପରବର୍ତି ସମୟରେ ତହସିଲଦାରଙ୍କ ସହାୟତା ରେ ସେହି ଜାଗାରେ ସୀମା ନିର୍ଧାରଣ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି କହିଛନ୍ତି ଜିଲ୍ଲା ବନବିଭାଗ ଅଧିକାରୀ ପିତାମ୍ବର ନାୟକ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!