ଭୁବନେଶ୍ୱର,(ବାଘୁଆବାର୍ତ୍ତା): ପୁରୀ ଜିଲ୍ଲା ସତ୍ୟବାଦୀରେ ଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟ ଅନୁମୋଦନ ମିଳିଛି । ସତ୍ୟବାଦୀର ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ବନବିଦ୍ୟାଳୟ ଢା ।ରେ ପ୍ରସ୍ତୁତ ହୋଇଥିବା ଡିଜାଇନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଶାନ୍ତ, ମୁକ୍ତ ପରିବେଶରେ ଉ ମ ଶୈକ୍ଷିକ ଅନୁଭବ ପ୍ରଦାନ କରିବାର ଲକ୍ଷ ରଖିଛି ଓଡ଼ିଆ ବିଶ୍ୱବିଦ୍ୟାଳୟ ।





