Saturday, June 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜବାହାରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ କବାଡି ମହାକୁମ୍ଭ

by ସଞ୍ଜୟ ସ୍ୱାଇଁ
February 22, 2025
in Sports, State
ଜବାହାରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ କବାଡି ମହାକୁମ୍ଭ
8
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): କଟକରେ କବାଡି କ୍ରେଜ୍ । ଜବାହାରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି କବାଡି ମହାକୁମ୍ଭ । ଓଡ଼ିଶାକୁ ଚଳିତ ବର୍ଷ ୭୧ତମ ଜାତୀୟ ସିନିୟର ପୁରୁଷ କବାଡି ଚାମ୍ପିୟନଶିପ ଆୟୋଜନର ସୁଯୋଗ ମିଳିଛି । ତେଣୁ କଟକରେ ଦେଶର ପ୍ରାୟ ସବୁ ଅନ୍ତର୍ଜାତୀୟ କବାଡି ଷ୍ଟାରଙ୍କ ସହ ପ୍ରୋ-କବାଡି ଲିଗର ଷ୍ଟାର ଖେଳାଳିଙ୍କୁ ଦେଖିବାକୁ ମିଳୁଛି । ୩୦ଟି ରାଜ୍ୟର ସିନିୟର କବାଡି ଟିମ୍ ସହ ଭାରତୀୟ ରେଳବାଇ ଓ ସର୍ଭିସେସ୍ ଟିମ୍ ଏହି ଚାମ୍ପିଅନସିଶରେ ଭାଗ ନେଇଛନ୍ତି । ଅନ୍ତର୍ଜାତୀୟ କବାଡି ପ୍ରତିଭାମାନଙ୍କ ଯୋଗଦାନ ଫଳରେ ଚଳିତ ଚାମ୍ପିଅନଶିପ ବେଶ ରୋମାଞ୍ଚକର ହୋଇଛି । ଏହି ଚମ୍ପିୟନସିଶରେ ଉତ୍ତର ପ୍ରଦେଶର ଅନ୍ତର୍ଜାତୀୟ ଖେଳାଳି ରାହୁଲ ଚୌଧୂରୀ ଓ ଅର୍ଜୁନ ଦେଶାଇଙ୍କ ଭଳି ଖେଳାଳି ଭାଗ ନେଇଥିବାରୁ ପ୍ରତିଯୋଗିତାର ମାନ ଅଧିକ ବଢିଯାଇଛି । ସେହିପରି ଚଣ୍ଡିଗଡର ଅନ୍ତର୍ଜାତୀୟ କବାଡି ଷ୍ଟାର ପୱନ କୁମାରଙ୍କୁ ନେଇ ମଧ୍ୟ କ୍ରୀଡ଼ା ପ୍ରେମୀଙ୍କ ମଧ୍ୟରେ କ୍ରେଜ୍ ଦେଖିବାକୁ ମିଳିଛି । ଓଡିଶା କବାଡିକୁ ଏହି ଆୟୋଜନ ବୁଷ୍ଟ କରିବ ବୋଲି ଜୁନିଅର କବାଡି ଖେଳାଳି ମତ ଦେଇଛନ୍ତି । ଏହି ଚାମ୍ପିୟନଶିପରେ ଓଡିଶା ଟିମ ନିଜର ପ୍ରଥମ ଦୁଇଟି ମ୍ୟାଚ୍ ଜିତି ବେଶ ପ୍ରଭାବଶାଳୀ ପ୍ରଦର୍ଶନ କରିଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!