Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଇଟାମାଟିର ବରିଷ୍ଠ ବ୍ୟବସାୟୀ ଭିକାରି ସାହୁଙ୍କ ପରଲୋକ

by ସଞ୍ଜୟ ସ୍ୱାଇଁ
February 22, 2025
in Nayagarh, State
ଇଟାମାଟିର ବରିଷ୍ଠ ବ୍ୟବସାୟୀ ଭିକାରି ସାହୁଙ୍କ ପରଲୋକ
716
VIEWS
Share on FacebookShare on Twitter

ନୟାଗଡ, (ବାଘୁଆବାର୍ତ୍ତା): ନୟାଗଡ ବ୍ଲକ ଅ«ର୍ଗତ ଇଟାମାଟି ଗାଁ ବଡ଼ଟାଙ୍ଗୀପାଟଣା ସାହିର ବ୍ୟବସାୟୀ ଭିକାରି ସାହୁ (୮୯) ଙ୍କ ର ପରଲୋକ ହୋଇଯାଇଛି | ଭିକାରି ସାହୁ କିଛି ଦିନ ଧରି ଅସୁସ୍ଥ ଥିଲେ ତାଙ୍କ ବାସ ଭବନରେ ମୃତ୍ୟୁ ବରଣ କରିଛନ୍ତି | ପୁରୀ ସ୍ୱର୍ଗଦ୍ୱାର ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଵା ବେଳେ ତାଙ୍କ ର ମଧ୍ୟମ ପୁତ୍ର କିଶୋର ଚନ୍ଦ୍ର ସାହୁ ମୁଖାଗ୍ନି ଦେଇଥିଲେ ତାଙ୍କର ବଡ଼ ପୁତ୍ର ପୂର୍ଣ୍ଣଚନ୍ଦ୍ର ସାହୁ ଜଣେ ଭଲ ବ୍ୟବସାୟୀ ଥିଲେ ସେ ଦୁଇ ମାସ ପୂର୍ବେ ମୃତ୍ୟୁ ବରଣ କରିଥିଲେ | ଭିକାରି ସାହୁ ଜଣେ ଧର୍ମ ଆତ୍ମା ମଣିଷ ଥିଲେ | ଦୁଇଥର ପଞ୍ଚାୟତର ୱାର୍ଡ ମେମ୍ବର ଥିଲେ | ଗ୍ରାମର ରାମ ଚରିତ ମାନସ ରେ ମୁଖ୍ୟ କର୍ତ୍ତା ଥିଲେ | ଗ୍ରାମ ର ବିଭିନ୍ନ କମିଟି ସ୍କୁଲ, କଲେଜ, ଦଶଦୋଳ, ଦଶହରା ସବୁ କାର୍ଯ୍ୟକ୍ରମରେ ସହଯୋଗୀ ଥିଲେ | ତାଙ୍କ ମୃତ୍ୟୁ ଖବର ଶୁଣି ଗ୍ରାମର ବହୁ ବରିଷ୍ଠ ନାଗରିକ ବ୍ୟବସାୟୀ, ଶିକ୍ଷକ, ସମାଜ ସେବୀ ତାଙ୍କ ବାସଭବନ ରେ ପହଞ୍ଚି ଶେଷ ଦର୍ଶନ କରିଥିଲେ | ଶିକ୍ଷାବିତ ଅଶୋକ କୁମାର ନାୟକ, ଜିଲ୍ଲା ପରିଷଦ ସଭ୍ୟ ଆଶିଷ ଅଗ୍ରୱାଲ, କିଶୋର ନାୟକ, ପ୍ର\ßëcÜ ସାହୁ, ଶ୍ରବଣ ରାମ, ଜଗନ୍ନାଥ ଦାଶ, ସଚ୍ଚିଦାନନ୍ଦ ସାଥୁଆ, ଡ଼. ରଙ୍ଗନାଥ ବେହେରା, ଉମେଶ ଚନ୍ଦ୍ର ସାହୁ, ଲକ୍ଷ୍ମୀଧର ସାହୁ, କୃପାସିନ୍ଧୁ ପ୍ରଧାନ ଓ ସମାଜ ସେବୀ ଭାଗିରଥି ବାଇ ତାଙ୍କ ମୃତ୍ୟୁ ରେ ଶୋକ ପ୍ରକାଶ କରିଛନ୍ତି |

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!