Tuesday, September 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବେକରେ ଛୁରୀ ଲଗାଇ ନେଇଗଲେ ଲକ୍ଷାଧିକ ଟଙ୍କା ଏବଂ ସୁନା ଗହଣା

by ସଞ୍ଜୟ ସ୍ୱାଇଁ
February 12, 2025
in Crime, State
ବେକରେ ଛୁରୀ ଲଗାଇ ନେଇଗଲେ ଲକ୍ଷାଧିକ ଟଙ୍କା ଏବଂ ସୁନା ଗହଣା
34
VIEWS
Share on FacebookShare on Twitter

ଅନୁଗୋଳ, (ବାଘୁଆବାର୍ତ୍ତା): ବେକରେ ଛୁରୀ ଲଗାଇ ଲୁଟ୍ । ଅନୁଗୋଳ ଗଡସନ୍ତ୍ରୀ ପଞ୍ଚାୟଚ ଭାଗବତପୁର ଗାଁରେ ଖୁଡି ଓ ଝିଆରୀଙ୍କ ବେକରେ ଛୁରୀ ଲଗାଇ ଟଙ୍କା ଏବଂ ସୁନା ଗହଣା ଲୁଟ୍ ହୋଇଛି । ବଂରପାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଜାରି ରଖିଛି । ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିର ବିଜୟ ଭୁତିଆ ତାଙ୍କ ଯୋରନ୍ଦା ମେଳା ଦେଖିବାକୁ ଯାଇଥିଲେ । ଏହି ସମୟରେ ଘରେ ଭାଇ ବୋହୂ ଏବଂ ତାଙ୍କର ଦୁଇ ଛୋଟ ଛୁଆ ରହିଥିଲେ । ଯାହାର ସୁଯୋଗ ନେଇ ବିଳମ୍ବିତ ରାତିରେ ୫ରୁ ଅଧିକ ବ୍ୟକ୍ତି ଘରେ ପ୍ରବେଶ କରିଥିଲେ । ଏହା ପରେ ଘର ଭିତର ପଟୁ କବାଟ ବନ୍ଦ କରି ବିଜୟଙ୍କ ଭାଇବୋହୂଙ୍କ ମୁହଁରେ ଟେପ୍ ବାନ୍ଧିଥିଲେ । ଆଉ ଝିଆରୀଙ୍କ ସହିତ ଖୁଡିଙ୍କ ବେକରେ ଛୁରୀ ଲଗାଇ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଫଳରେ ଉଭୟ ଚୁପ୍ ହୋଇ ରହିଥିଲେ । ଯାହାର ସୁଯୋଗ ନେଇ ଘରୁ ୪ ଲକ୍ଷ ଟଙ୍କା ଏବଂ ୭ ଲକ୍ଷରୁ ଅଧିକ ଟଙ୍କର ସୁନା ଅଳଙ୍କାର ଲୁଟ୍ ନେଇଥିବାର ଅଭିଯୋଗ ହୋଇଛି । ଏହାପରେ ସମସ୍ତ ଲୁଟେରା ଘଟଣାସ୍ଥଳରୁ ଫେରାର ମାରିଥିଲେ । ଶେଷରେ ଗ୍ରାମବାସୀ ଏବଂ ପରିବାର ପକ୍ଷରୁ ବଂରପାଳ ଥାନାରେ ଲୁଟ୍ ନେଇ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ଛାନ୍‌ଭିନ୍ ଜାରି ରଖିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!