Friday, November 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡ଼ିଶା ହସ୍ତତନ୍ତର ଅଭୂତପୂର୍ବ ଚାହିଦା

by ସଞ୍ଜୟ ସ୍ୱାଇଁ
February 18, 2021
in Feature News
ଓଡ଼ିଶା ହସ୍ତତନ୍ତର ଅଭୂତପୂର୍ବ ଚାହିଦା
125
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଭୁବନେଶ୍ୱର ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ଜାନୁଆରୀ ୨୦ ତାରିଖଠାରୁ ଫେବୃଆରୀ ୧୭ ତାରିଖ
ପର୍ଯ୍ୟନ୍ତ ଜାତୀୟ ହସ୍ତତନ୍ତ ମେଳା ସଫଳତାର ସହିତ ଅନୁଷ୍ଠିତ ହୋଇଛି । କରୋନା ସତ୍ତେ୍ୱ ଜାତୀୟ ହସ୍ତତନ୍ତ ମେଳାରେ ରାଜଧାନୀରେ ଓଡ଼ିଶାର ହସ୍ତତନ୍ତ ଉତ୍ପାଦ କିଣିବା ଲାଗି ଅଭୂତପୂର୍ବ ଉତ୍ସାହ ପରିଲକ୍ଷିତ ହୋଇଥିଲା । ଅନ୍ତିମ ଦିବସରେ ରାଜଧାନୀବାସୀଙ୍କର ହସ୍ତତନ୍ତ ଶାଢ଼ି, ଡ୍ରେସ୍‌ ମ୍ୟାଟେରିଆଲ୍‌, କପଡ଼ା, ବେଡ଼୍‌ସିଟ୍‌ ଆଦି କିଣିବା ପାଇଁ ପ୍ରବଳ ଭିଡ଼ ଜମିଥିଲା । ଚଳିତ ବର୍ଷ କରୋନା କଟକଣା ସତ୍ତେ୍ୱ ମେଳା ସରିବା ପରେ ସମୁଦାୟ ୧୦ କୋଟି ୫୬ ଲକ୍ଷ ଟଙ୍କାର ବିକି୍ର ହେବା ଏକ ରେକର୍ଡ ବୋଲି ବୟନଶିଳ୍ପ ନିର୍ଦ୍ଦେଶକ ତଥା ବୟନିକାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଜ୍ୟୋତିପ୍ରକାଶ ଦାସ ପ୍ରକାଶ କରିଛନ୍ତି । କେବଳ ବୟନିକା ୧.୫୧ କୋଟି ଟଙ୍କାର ବ୍ୟବସାୟ କରିଥିବାବେଳେ
ସମ୍ବଲପୁରୀ ବସ୍ତ୍ରାଳୟ ୩୬ ଲକ୍ଷ ଟଙ୍କା, ସେରିଫେଡ୍‌ ୨୬.୫୦ ଲକ୍ଷ ଟଙ୍କା ଏବଂ ଉତ୍କଳିକା ୨୬.୬୫ ଲକ୍ଷ ଟଙ୍କାର ବ୍ୟବସାୟ କରିଛନ୍ତି । ଏହା ବ୍ୟତୀତ ଏହି ମେଳାରେ ଭାଗ ନେଇଥିବା ଓଡ଼ିଶାର ୭୫ ଗୋଟି ପ୍ରାଥମିକ ତନ୍ତୁବାୟ ସହଯୋଗ ସମିତି ୬୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟବସାୟ କରିଥିଲେ । ଏହା ବ୍ୟତୀତ ତାମିଲନାଡ଼ୁର ‘କୋପ୍‌ଟେକ୍ସ’ ୨୯ ଲକ୍ଷ, ଆନ୍ଧ୍ରପ୍ରଦେଶର ‘ଆପ୍‌କୋ’ ୨୭ ଲକ୍ଷ, ମଧ୍ୟପ୍ରଦେଶର ‘ମୃଗନୟନୀ’ ୨୨ ଲକ୍ଷ, କାଶ୍ମୀରର ‘କାସ୍‌ଫାବ୍‌’ ୩୫ ଲକ୍ଷ ଟଙ୍କାର ବ୍ୟବସାୟ କରିଥିଲେ ବୋଲି ବୟନଶିଳ୍ପ ନିର୍ଦ୍ଦେଶକ ତଥା ବୟନିକାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଜ୍ୟୋତିପ୍ରକାଶ ଦାସ ପ୍ରକାଶ କରିଛନ୍ତି । ଫେବୃଆରୀ ୭ ତାରିଖ ଦିନ ମେଳା ପରିସରରେ ଗ୍ରାହକମାନଙ୍କ ନିମନ୍ତେ
ଉତ୍ସର୍ଗୀକୃତ ହୋଇଥିବା େୱଡିଂ କଲେକ୍‌ସନ୍‌ ବିବାହ ଉତ୍ସବରେ ଅଧିକ ବ୍ୟବସାୟ କରିବା ସହିତ ଯୁବପିଢ଼ିଙ୍କୁ ମଧ୍ୟ ଆକୃଷ୍ଟ କରିବ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!