ଭୁବନେଶ୍ବର, (ବାଘୁଆବାର୍ତ୍ତା): ରାଜଧାନୀରେ ଅଭାବନୀୟ ଘଟଣା । ରାତିରେ ଶୋଇଥିଲେ, ସକାଳୁ ମିଳିଲା ମୃତଦେହ। ୨ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ଖାରବେଳନଗର ଥାନା ପଞ୍ଜାବୀ କଲୋନୀରୁ ମିଳିଛି ମୃତଦେହ । ‘ମୋ ପିଠା’ ନାମକ ସଂସ୍ଥାରେ କାମ କରୁଥିଲେ ଯୁବକ ଜଣଙ୍କ। ଖବର ପାଇ ଘଚଣାସ୍ଥଳରେ ଖାରବେଳ ନଗର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।





