ଚେନ୍ନାଇ,(ବାଘୁଆବାର୍ତ୍ତା): ଚେନ୍ନାଇ ଚାଲିଥିବା ଦ୍ୱିତୀୟଟେଷ୍ଟ ମ୍ୟାଚରେ ଭାରତ ଦମଦାର ବିଜୟ ହୋଇଥିବା ଜଣାପଡିଛି । ଭାରତ ଦ୍ୱିତୀୟ ଟେଷ୍ଟ ମ୍ୟାଚଟି ଜିତିବା ପରେ ସିରିଜ୍ ୧-୧ରେ ବରାବର ରହିଛି । ଦ୍ୱିତୀୟ ଟେଷ୍ଟରେ ରୋହିତ ଶର୍ମା, ବିରାଟ କୋହିଲ, ରବିଚନ୍ଦ୍ର ଅଶ୍ୱିନ ଓ ଅକ୍ଷର ପଟେଲଙ୍କ ବୋଲିଂ ଓ ବ୍ୟାଟିଂର ଜଲୱାରେ ଇଂଲଣ୍ଡ ଚିତପଟାଙ୍ଗ ମାରିଥିବା ଜଣାପଡିଛି । ତେବେ ଭାରତ ୩୧୭ ରନ୍ରେ ସହଜ ବିଜୟ ହାସଲ କରିଥିଲା ।





