Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜୟ ଜଗନ୍ନାଥ ସୋସାଇଟି ପକ୍ଷରୁ ୭୬ ତମ ସାଧାରଣ ତନ୍ତ୍ର ଦିବସ ପାଳିତ

by ସଞ୍ଜୟ ସ୍ୱାଇଁ
January 27, 2025
in Nayagarh, State
ଜୟ ଜଗନ୍ନାଥ ସୋସାଇଟି ପକ୍ଷରୁ ୭୬ ତମ ସାଧାରଣ ତନ୍ତ୍ର ଦିବସ ପାଳିତ
320
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ପୌରାଞ୍ଚଳର ୧୨ ନଂ ୱାର୍ଡ ଜୟ ଜଗନ୍ନାଥ ସୋସାଇଟି ପକ୍ଷରୁ ୭୬ ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସୋସାଇଟିର ମୁଖ୍ୟ ଉପଦେଷ୍ଟା ହରପ୍ରସାଦ ମହାପାତ୍ର ଜାତୀୟ ପତାକା ଉତ୍ତାଳନ କରିଥିଲେ । ସେସାଇଟିର ସଦସ୍ୟ ମାନେ ଉପସ୍ଥିତ ରହି ଜାତୀୟ ସଙ୍ଗୀତ ଗାନ କରିଥିଲେ । ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ଆମ ଦେଶକୁ କି ପ୍ରକାର ବିପଦ ମାଡି ଆସୁଛି ଏବଂ ତାକୁ କିପରି ଯୁବ ସମାଜ ଏକ ମନୋଭାବରେ ସଂଗଠିତ ହୋଇ ପାରିଲେ ବିପଦର ସଫଳ ଭାବରେ ମୁକାବିଲା କରି ପାରିବେ । ଆମ୍ଭ ଦେଶ ସମସ୍ତ କ୍ଷେତ୍ରରେ ଅଗ୍ରଣୀ ହୋଇ ପ୍ରଗତି ଆଡ଼କୁ ଗତି କରି ପାରିବେ ଏହି ଗୁରୁମନ୍ତ୍ର ଦେଇ ଥିଲେ । ସୋସାଇଟିର ଉପଦେଷ୍ଟା ପ୍ରଶାନ୍ତ କୁମାର ଦାସ, ସମ୍ପାଦକ ସୁଧାଂସୁ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ ଚିତ୍ତରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନବିନ ଚନ୍ଦ୍ର ସାହୁ, କୈଳାସ ମହାପାତ୍ର, ବିରେନ୍ଦ୍ର କୁମାର ରଥ, ସିତାଶୁଂ ଶେଖର ମହାପାତ୍ର, ସୁଧୀର କୁମାର ମହାପାତ୍ର, ମନୋରଞ୍ଜନ ମିଶ୍ର, ମନୋଜ କୁମାର ସାହୁ, ହିମାଂଶୁ ପଟ୍ଟନାୟକ, ସୁବାସିନି ଦେବୀ, ମଞ୍ଜୁସାବାଳା ଦେବୀ, ଭାଗ୍ୟଲକ୍ଷ୍ମୀ ମହାରଣା, କଳ୍ପନା ସାହୁ, ଏ. ଭାଗ୍ୟଲତା ପାତ୍ର, ସରୋଜବାଳା ମହାପାତ୍ର, ପି. ଶକୁନ୍ତଳା ପାତ୍ର, ରାଜଶ୍ରୀ ପ୍ରିୟମ୍ବଦା, ରଶ୍ମିତା ଦାସ, ସଙ୍ଗୀତା ପାତ୍ର, ସୁଷମା ପଟ୍ଟନାୟକ, ପୁଷ୍ପାଞ୍ଜଳୀ ବେହେରା ଓ ଅନେକ ସଦସ୍ୟ ଉପସ୍ଥିତ ଥିଲେ । ପରିଶେଷରେ ଏହି ବିଶେଷ ଦିବସ ଉପଲକ୍ଷେ ମିଷ୍ଟାନ ବଣ୍ଟନ ହୋଇଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!