Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବରିଷ୍ଠ ଙ୍କ ଆଶ୍ରିବାଦ ଯୁବ ପିଢ଼ି ଙ୍କ ପାଇଁ ବର ଦାନ

by ସଞ୍ଜୟ ସ୍ୱାଇଁ
January 25, 2025
in Nayagarh, State
ବରିଷ୍ଠ ଙ୍କ ଆଶ୍ରିବାଦ ଯୁବ ପିଢ଼ି ଙ୍କ ପାଇଁ ବର ଦାନ
88
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ବରିଷ୍ଠ ନାଗରିକ ସମାଜ ର ପଥ ପ୍ରଦର୍ଶକ ସେମାନଙ୍କ ନିଷ୍ଠା, ତ୍ୟାଗ ର ତୁଳନା ନାହିଁ, ବରିଷ୍ଠ ଙ୍କ ଉପସ୍ଥିତି ପରିବାର ଭିତରେ ଶୃଙ୍ଖଳା ରକ୍ଷା କରିଥାଏ, ବାପା,ବୋଉ ଜେଜେବାପା, ଜେଜେ ମା ଭଳି ବରିଷ୍ଠ ମାନଙ୍କ ଆଶ୍ରିବାଦ, ପୁଅ, ଝିଅ ଏବଂ ଯୁବ ପିଢ଼ି ମାନଙ୍କ ପାଇଁ ବର ଦାନ ସଦୃଶ, ସେମାନଙ୍କ ପ୍ରେରଣା ନୀତି ଆଦର୍ଶ ସନ୍ତାନ ଙ୍କ ପାଇଁ ମଙ୍ଗଳ ମୟ ହୋଇଥାଏ ।

ଖଣ୍ଡପଡ଼ା ବ୍ଲକ ବନ ମାଳି ପୁର ଆଞ୍ଚଳିକ ବରିଷ୍ଠ ନାଗରିକ ଫୋରମ ଉଦଘାଟନ ଉତ୍ସବ ରେ ଖଣ୍ଡପଡ଼ା ର ମାନ୍ୟବର ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ସମାଜ ସେବୀ ପ୍ରମୋଦ ପଟ୍ଟନାୟକ, ଭାପୁର ବରିଷ୍ଠ ନାଗରିକ ମଞ୍ଚ ସମ୍ପାଦକ ପ୍ରଭାକର ସାହୁ, ଖଣ୍ଡପଡା ଏସଡିପିଓ ବିମଳ କୁମାର ବାରିକ, ଫତେଗଡ଼ ଥାନା ଅଧିକାରୀ ପଞ୍ଚାନନ ପରିଡା, ପଞ୍ଚାୟତ ସମିତି ଅଧକ୍ଷା ଉପମା ବେହେରା, ସରପଞ୍ଚ ବାସନ୍ତୀ ବେହେରା, ପ୍ରମୁଖ ଙ୍କୁ ନେଇ ଅନୁଷ୍ଠିତ ଏହି ବୈଠକ ରେ ଏହିମତ ପ୍ରକାଶ ପାଇଛି ।

ଖଣ୍ଡପଡା ବରିଷ୍ଠ ନାଗରିକ ସଙ୍ଘ ର ସଭାପତି ଅଖିଳ କୁମାର ମହାରଣା ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହିସଭାରେ ଉପସଭାପତି ରବୀନ୍ଦ୍ର କୁମାର ସାହୁ, ବିବରଣୀ ପାଠ କରିଥିଲେ, ସମ୍ପାଦକଲକ୍ଷ୍ମୀ ଧର ସାଥୁଆ ଏବଂ ସଭାପତି କାଶୀନାଥ ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ । ୪୦ ଜଣ ବରିଷ୍ଠ ନାଗରିକ ଙ୍କୁ ସେମାନଙ୍କର ପରିଚୟ ପତ୍ର ଅତିଥି ମାନେ ବଣ୍ଟନ କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!