Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଲ୍ୟ ବିବାହ ବନ୍ଦ କଲା ଚାଇଲଡ ହେଲ୍ପ ଲାଇନ

by ସଞ୍ଜୟ ସ୍ୱାଇଁ
January 21, 2025
in Nayagarh, State
ବାଲ୍ୟ ବିବାହ ବନ୍ଦ କଲା ଚାଇଲଡ ହେଲ୍ପ ଲାଇନ
340
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ଦଶପଲ୍ଲା ବ୍ଲକ ଚଡେୟାପଲ୍ଲୀ, ଗୋଚ୍ଛା ଗ୍ରାମରେ ଏକ ବାଲ୍ୟ ବିବାହ ବନ୍ଦ କରାଯାଇଥିଲା । ଚାଇଲଡ ହେଲ୍ପ ଲାଇନ ନଂ ୧୦୯୮ ଖବର ଆସିବା ପରେ ଚାଇଲଡ ହେଲ୍ପ ଲାଇନ ଓ ବାଲ୍ୟ ବିବାହ ନିଷେଧ ଅଧିକାରିଣୀ ମିଳିତ ଭାବରେ ସେ ଗ୍ରାମକୁ ଯାଇ ଝିଅର ବୟସ ପ୍ରମାଣ ପତ୍ର ଦେଖିବା ସହିତ ବାଲ୍ୟ ବିବାହ ନିଷେଧ ଆଇନ ବିଷୟରେ ଗ୍ରାମର ଲୋକ ମାନଙ୍କୁ ଓ ଝିଅ ର ପରିବାର ବର୍ଗ ଙ୍କୁ ବୁଝା ଯାଇଥିଲା । ଝିଅ ର ବୟସ ୧୭ ହୋଇଥିବା ବେଳେ ପୁଅ କୃଷ୍ଣ ବିଶୋଇ ବୟସ ୨୮ ମିସ୍ତ୍ରୀ କାମକରେ ଗ୍ରାମ- ବଡ଼ ଗୁଣ୍ଡୁରିବାରୀ ଚଡେୟାପଲ୍ଲୀ ଦଶପଲ୍ଲା । ଝିଅ ର ବିବାହ ଗତକାଲି ପୁଅ ହର ଗ୍ରାମ ମନ୍ଦିର ରେ ବିବାହ ହୋଇଥାନ୍ତା । ଏପଟେ ଝିଅର ମଙ୍ଗନ ହୋଇ ଥିବାରୁ ଝିଅ ଘରେ ତାଙ୍କ ଗ୍ରାମର ଲୋକଙ୍କ ପାଇଁ ଭୋଜି ଭାତ ଚାଲିଥିଲା । ସେ ଗ୍ରାମରୁ ଝିଅ ର ପ୍ରମାଣ ପତ୍ର ଦେଖିବା ପରେ ବୟସ ହୋଇନଥିବାରୁ ଝିଅକୁ ସେ ସ୍ଥାନରୁ ଉଦ୍ଧାର କରି ନୟାଗଡ ଜ଼ିଲ୍ଲା ଶିଶୁମଙ୍ଗଳ ସମିତି ରେ ହାଜର କରା ଯାଇଥିଲା ଓ ପିଲାଟିକୁ ନୟାଗଡ଼ ସଖି କେନ୍ଦ୍ର ରେ ରଖା ଯାଇଛି । ଏହି ଟିମ ରେ ନୟାଗଡ ଚାଇଲଡ ହେଲ୍ପ ଲାଇନ କାଉନସିଲର ଚନ୍ଦ୍ରଶେଖର ବେହେରେ, କେଶ ୱାର୍କର ସୁଜାତା ବେହେରା ଓ ଦଶପଲ୍ଲା ବାଲ୍ୟ ବିବାହ ନିଷେଧ ଅଧିକାରିଣୀ ସଂଯୁକ୍ତା ସାମଲ ପିଲାକୁ ଉଦ୍ଧାର କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!