Thursday, September 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାରହା ମାରି ଖାଉଥିଲେ, ମାଡ଼ି ବସିଲା ଏସଟିଏଫ୍

by ସଞ୍ଜୟ ସ୍ୱାଇଁ
January 18, 2025
in Crime, State
ବାରହା ମାରି ଖାଉଥିଲେ, ମାଡ଼ି ବସିଲା ଏସଟିଏଫ୍
101
VIEWS
Share on FacebookShare on Twitter

ବାଙ୍ଗିରିପୋଷି, (ବାଘୁଆବାର୍ତ୍ତା): ଶିମିଳିପାଳ ଅଭୟାରଣ୍ୟରେ ଥମୁନି ଶିକାରୀଙ୍କ ପ୍ରାଦୁର୍ଭାବ। ବାରମ୍ବାର ଧରା ପଡ଼ିଲେ ମଧ୍ୟ ମନରେ ରହୁନି ଭୟ। ବାରହା ଶିକାର କରି ପୁଣି ୩ ଜଣ ଶିକାରୀ ଧରାପଡ଼ିଛନ୍ତି। ବଡ଼ଗାଁ ରେଞ୍ଜ ଅଞ୍ଚଳରୁ ଏହି ଶିକାରୀମାନେ ଧରାପଡ଼ିଛନ୍ତି। ସେମାନଙ୍କ ନିକଟରୁ ୬ କିଲୋରୁ ଉର୍ଦ୍ଧ୍ଵ ମାଂସ ଜବତ ହୋଇଛି। ସୂଚନାନୁଯାୟୀ, ବଡ଼ଗାଁ ରେଞ୍ଜ ଅଞ୍ଚଳରେ କିଛି ଶିକାରୀ ଏକ ବାରହା ମାରି ମାଂସ ରୋଷେଇ କରୁଥିବା ବେଳେ କୌଣସି ସୂତ୍ରରୁ ସୂଚନା ପାଇ ଏସଟିଏଫ୍ ଟିମ୍ ଚଢାଉ କରିଥିଲା। ସେମାନଙ୍କ ମଧ୍ୟରୁ ୩ ଜଣ ଶିକାରୀଙ୍କୁ ଏସଟିଏଫ୍ ଅଟକ ରଖିଥିବା ବେଳେ ୬ କିଲୋରୁ ଉର୍ଦ୍ଧ୍ଵ ମାଂସ ଜବତ ହୋଇଛି। ଏତଦ୍ ବ୍ୟତୀତ ଶିକାରରେ ବ୍ୟବହୃତ ୨ଟି କୁରାଢି, ଡେକଚି, ବାସନକୁସନ ଜବତ ହୋଇଛି। ଏନେଇ ଅଧିକ ତଦନ୍ତ ଚାଲୁଥିବା ବେଳେ ବନ ବିଭାଗ ସେମାନଙ୍କ ନାଁ ପ୍ରକାଶ କରିନାହିଁ। ଘଟଣା ସ୍ଥଳରୁ ଜବତ ମାଂସକୁ ବାଙ୍ଗିରିପୋଷି ପଶୁ ଡାକ୍ତରଖାନାରେ ପରୀକ୍ଷଣ କରାଯାଇଥିବା ସୂଚନା ମିଳିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!