ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): ଇଂଲଣ୍ଡ ବିପକ୍ଷରେ ରୋହିତଙ୍କ ବ୍ୟାଟର ଜଲୱା ଦେଖିବାକୁ ମିଳିଛି । ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଟେଷ୍ଟରେ ଭାରତର ଶୁବମନ ଗିଲ ଓ ଅଧିନାୟକ ବିରାଟ କୋହଲି ଇନିସ ଆରମ୍ଭରୁ ଖାତା ଖୋଲିପାରି ନଥିବା ବେଳେ ଏବଂ ପୂଜାରା ଫେଲ ହେବା ସେ ୍ୱ ହିଟମାନ ରୋହିତ ଶର୍ମା ଜବରଦସ୍ତ ଇଂନିସ ଖେଳି ୧୬୧ ରନ କରିଥିବା ଜଣାପଡ଼ିଛି । ପ୍ରଥମ ଦିନରେ ୮୮ ଓଭର ଖେଳି ୬ଟି ୱିକେଟ ହରାଇ ଭାରତ ୩୦୦ ରନ କରିବାରେ ସକ୍ଷମ ହୋଇଥିଲା ।





