Friday, June 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୁକ୍ତିଲାଭ କଲା ଫିଲ୍ମ ’ଏମରଜେନ୍ସି’

by ସଞ୍ଜୟ ସ୍ୱାଇଁ
January 17, 2025
in NATIONAL NEWS, State
ମୁକ୍ତିଲାଭ କଲା ଫିଲ୍ମ ’ଏମରଜେନ୍ସି’
135
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ବହୁ ପ୍ରତୀକ୍ଷା ପରେ ମୁକ୍ତିଲାଭ କରିଛି ଫିଲ୍ମ ଏମରଜେନ୍ସି। ଫିଲ୍ମି ଫ୍ରାଇଡେରେ ଏହି ଫିଲ୍ମଟି ସାରା ଦେଶରେ ମୁକ୍ତିଲାଭ କରିଛି। ସେପଟେ ଫିଲ୍ମର ରିଲିଜ ବିରୋଧରେ ଆରମ୍ଭ ହୋଇଛି ଆନ୍ଦୋଳନ। ପଞ୍ଜାବ ଅମୃତସରରେ ଏସଜିପିସି ପକ୍ଷରୁ କରାଯାଇଛି ପ୍ରତିବାଦ। ଦେଶରେ ଜରୁରୀକାଳୀନ ପରିସ୍ଥିତି ଉପରେ ନିର୍ମାଣ ହୋଇଛି ଫିଲ୍ମ। ଏଥିରେ କଙ୍ଗନା ରାଣାୱତ୍ ଇନ୍ଦିରା ଗାନ୍ଧିଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। ୧୯୭୫ରେ ଦେଶରେ ଲାଗୁ ହୋଇଥିବା ଜରୁରୀ ପରିସ୍ଥିତି ଉପରେ ନିର୍ମିତ ହୋଇଛି ଫିଲ୍ମ । କଙ୍ଗନାଙ୍କ ପ୍ରଡକ୍ସନ୍ ହାଉସ୍ ମଣିକର୍ଣ୍ଣିକା ଏହି ଫିଲ୍ମର ନିର୍ମାଣ କରିଛି। ଦେଶରେ ଏମରଜେନ୍ସି ଲାଗୁକୁ ଚଳିତବର୍ଷ ୫୦ ବର୍ଷ ପୁରୁଛି। କଙ୍ଗନାଙ୍କ ସହିତ ଫିଲ୍ମର ପ୍ରମୁଖ ଭୂମିକାରେ ଅନୁପମ୍ ଖେର ଅଛନ୍ତି। ସେପଟେ ଏହି ଫିଲ୍ମ ଭାରତୀୟ ରାଜନୀତିର ଅନେକ ଅକୁହା କଥାକୁ ସାମ୍ନାକୁ ଆଣିବ ବୋଲି ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ଦୁଇ ଦୁଇ ଥର ଫିଲ୍ମର ରିଲିଜ୍ ଡେଟ୍ ସ୍ଥଗିତ ରହିଥିଲା।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!