Tuesday, June 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗୁମିରେ ବାଘ ଆକ୍ରମଣ:ଦୁଇ ଗୁରୁତର 

by ସଞ୍ଜୟ ସ୍ୱାଇଁ
January 14, 2025
in Accident, Breaking, Nayagarh
ଗୁମିରେ ବାଘ ଆକ୍ରମଣ:ଦୁଇ ଗୁରୁତର 
652
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): କଲରାପତରିଆ ବାଘ ଆକ୍ରମଣରେ ଦୁଇଜଣ ଗୁରୁତର । ଗୁମି ସଂରକ୍ଷିତ ଜଙ୍ଗଲର କରଚୁଲି ଏବଂ ସୁଡ଼ଙ୍ଗି ଗାଁ ନିକଟରେ ବାଘ ଆକ୍ରମଣ କରିଛି । ଦୁଇ ଗୁରୁତର ଅବସ୍ଥାରେ ନୟାଗଡ ମେଡିକାଲରେ ଭର୍ତ୍ତି । ଦୁଇ ଗୁରୁତର ହେଲେ କରଚୁଲି ଗାଁର ପ୍ରମୋଦ ଗୁରୁ ଏବଂ ସୁଡଙ୍ଗି ଗାଁର ସାଜୁ ନାୟକ । ଆଜି ପ୍ରମୋଦ ଜଙ୍ଗଲକୁ ଗାଇ ଚରାଇବାକୁ ଯାଇ ସନ୍ଧ୍ୟାରେ ଫେରି ଘରପାଖରେ ପହଞ୍ଚିବା ସମୟରେ ବାଘ ହଠାତ୍ ପଛପଟୁ ତାଙ୍କୁ ଆକ୍ରମଣ କରିଥିଲା । ତାଙ୍କର ଦୁଇହାତ ଏବଂ ମୁଣ୍ଡକୁ ବାଘ ଆକ୍ରମଣ କରିଛି ।

ପ୍ରମୋଦଙ୍କ ପାଟି ଶୁଣି ଗ୍ରାମର ଲୋକମାନେ ଆସିଯିବାରୁ ବାଘ ସ୍ଥାନ ଛାଡି ପଳାଇ ଯାଇଥିଲା । ସେହି ବାଘଟି କିଛି ସମୟ ପରେ ପାଖ ଗାଁ ସୁଡୁଙ୍ଗି ଗାଁର ସାଜୁ ଘର ସାମ୍ନାରେ ବସିଥିବା ବେଳେ ତାଙ୍କୁ ଆକ୍ରମଣ କରିଥିଲା । ସାଜୁ ମଧ୍ଯ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ପରିବାର ଲୋକେ ନୟାଗଡ ମେଡିକାଲରେ ଭର୍ତ୍ତି କରିଛନ୍ତି । ବାଘ ଆକ୍ରମଣକୁ ବନ ବିଭାଗ ସ୍ବୀକାର କରିଥିବା ବେଳେ ଆଖପାଖରେ ଲୋକମାନେ ସଜାଗ ରହିବାକୁ ଅନୁରୋଧ କରାଯାଇଛି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!