Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗୋପାଳପୁର ସ୍ପୋର୍ଟସ ଆସୋସିଏସନ୍ ର ୭ ମ ରାଜ୍ୟ ସ୍ତରୀୟ ଫୁଟବଲ ଉଦଘାଟିତ

by ସଞ୍ଜୟ ସ୍ୱାଇଁ
January 12, 2025
in Nayagarh, Sports, State
ଗୋପାଳପୁର ସ୍ପୋର୍ଟସ ଆସୋସିଏସନ୍ ର ୭ ମ ରାଜ୍ୟ ସ୍ତରୀୟ ଫୁଟବଲ ଉଦଘାଟିତ
91
VIEWS
Share on FacebookShare on Twitter

୪/୨ ଟାଇବ୍ରେକ୍ ରେ ସରଧାପୁର ବିଜୟୀ

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଗୋପାଳପୁର ସ୍ପୋର୍ଟସ ଆସୋସିଏସନ୍ ତରଫରୁ ୭ ମ ରାଜ୍ୟ ସ୍ତରୀୟ ଫୁଟବଲ ଖେଳ ଉଦଘାଟିତ ହୋଇଛି । ଆଜି ଅପରାହ୍ନ ରେ ବାଚସ୍ପତି ସୁରମା ପାଢୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଭୁ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ରେ ପ୍ରଦୀପ ପ୍ରଜ୍ବଳନ କରି ଖେଳ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଗୋପାଳପୁର ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀପ୍ରିୟା ତରେଇ, ସରପଞ୍ଚ ସୁଜାତା ସେଠୀ ଯୋଗ ଦେଇଥିଲେ।

ବାଚସ୍ପତି ପାଢୀ ସମସ୍ତ ଖେଳାଳିଙ୍କ ସହ ପରିଚୟ ପରେ ନିଜେ ବଲ ମାରିଥିଲେ ।ଘରୋଇ ଗୋପାଳପୁର ସ୍ପୋର୍ଟସ ଆସୋସିଏସନ୍ ସହ ରାଜ୍ୟ ର ୭ ଗୋଟି ଦଳ ଭାଗ ନେଇଛନ୍ତି। ଫାଇନାଲ ଖେଳ ଜାନୁଆରୀ ୧୯ ତାରିଖ ରେ ଅନୁଷ୍ଠିତ ହେବ। ପ୍ରଥମ ଦିବସରେ ଖୋର୍ଦ୍ଧା ସରଧାପୁର ସହ କଟକ ଜିଲ୍ଲା ବାଙ୍କି ଆଥଲେଟିକ ଆସୋସିଏସନ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସରଧାପୁର ଦଳ ୪/୨ ଟାଇବ୍ରେକ୍ ରେ ବିଜୟୀ ।

ଚନ୍ଦ୍ରପୁଟ ଚିଲିକା, ଜଟଣୀ, ଶରଣକୁଳ,ପାଇକ ତିଗିରିଆ, ନୟାଗଡ଼ ସ୍ପୋର୍ଟସ ହଷ୍ଟେଲ ଓ ଘରୋଇ ଦଳ ମଧ୍ୟରେ ଚଳିତବର୍ଷ ଖେଳ ଅନୁଷ୍ଠିତ ହେବ।ବାଙ୍କୀ ଦଳ ର ଗୋଲ କିପର ଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପ୍ରଦାନ କରାଯାଇଥିଲା।ଉଦଘାଟନୀ ମ୍ୟାଚ୍ ପରିଚାଳନା କରିଥିଲେ ଏମ୍ ଏସ୍ ବେଗ୍,ବୈକୁଣ୍ଠ ମହାପାତ୍ର,ମୁନା ନାୟକ ଓ ଲକ୍ଷ୍ମୀଧର ଚୈ।ଧୁରୀ।ଆସୋସିଏସନ୍ ସଭାପତି ସରୋଜ କୁମାର ରଥ , ସମ୍ପାଦକ ମିଲନ ପ୍ରଧାନ ଓ ଅନ୍ୟ ସମସ୍ତ ସଭ୍ୟ ସହଯୋଗ କରିଥିଲେ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!