Thursday, March 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରଣପୁର ମହୋତ୍ସବ ଅର୍ଜ୍ଜୁନ ର ଉଦଯାପନୀ ସନ୍ଧ୍ୟା….

ସମ୍ବଲପୁରୀ ଶୈଳୀରେ ଆସାମ ଗୋଆଲିନ ନୃତ୍ୟ ଅନୁ ଚୌଧୁରୀ ଙ୍କ ମେଲୋଡ଼ି ଦର୍ଶକଙ୍କୁ ମଜେଇଥିଲା,ନଚେଇଥିଲା।

by Sanjay Swain
January 9, 2025
in Entertainment
ରଣପୁର ମହୋତ୍ସବ ‘ଅର୍ଜ୍ଜୁନ’ର ଉଦଯାପନୀ
83
VIEWS
Share on FacebookShare on Twitter

ରଣପୁରଗଡ,୯/୧(ନି.ପ୍ର.) — ରଣପୁର ମହୋତ୍ସବ ଅର୍ଜ୍ଜୁନ ର ଉଦଯାପନୀ ଉତ୍ସବ ବାଚସ୍ପତି ସୁରମା ପାଢୀ ଙ୍କ ପୈାରହିତ୍ୟ ରେ ହୋଇଯାଇଛି। ୨୦୦୬ ମସିହାରୁ ରଣପୁର ମହୋତ୍ସବ ଅର୍ଜ୍ଜୁନ ଅନୁଷ୍ଠିତ ହୋଇଆସୁଛି। ଜାନୁଆରୀ ୫ ତାରିଖ ରୁ ୯ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପି ମହୋତ୍ସବ ହେଉଥିଲା। ସ୍ୱାଧିନତା ଆନ୍ଦୋଳନ ରେ ରଣପୁର ର ସହୀଦ ରଘୁ ଦିବାକର ଓ ଅର୍ଜ୍ଜୁନ ରାଉତ ଙ୍କ ବଳିଦାନ ସହିତ ସନ୍ଥ ଭକ୍ତଚରଣ ଦାସ ଙ୍କ କୃତ ମନବୋଧ ଚଉତିଶା ଆଦି ସ୍ମରଣ କୁ ମନେ ପକେଇବା ମହୋତ୍ସବ ଉଦ୍ଧିଷ୍ଟ। ୫ ଦିନ ବ୍ୟାପୀ ମହୋତ୍ସବରେ ରଣପୁର ଅଞ୍ଚଳର କଳା ସଂସ୍କୃତି, ରାଜ୍ୟ ଓ ରାଜ୍ୟ ବାହାରର କଳା ସଂସ୍କୃତି କୁ ସ୍ଥାନିତ କରାଯାଇଥିଲା। ଓଡ଼ିଶା ସରକାର ଙ୍କ କଣ୍ଡରା ଦରବାର, ତ୍ରିପୁରା ନୃତ୍ୟ,ଆସାମ ବିହୁ ନୃତ୍ୟ ଦର୍ଶକ ଙ୍କୁ ଆକୃଷ୍ଟ କରିଥିଲା। ବାଚସ୍ପତି ଙ୍କ ପୈାରହିତ୍ୟ ଉଦଯାପନୀ ସନ୍ଧ୍ୟାରେ କେବଳ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପ୍ରାଧାନ୍ୟ ଦିଆଯାଇଥିଲା ସମ୍ବଲପୁରୀ ଢାଞ୍ଚାରେ ଆସାମ ଗୋଆଲିନ ନୃତ୍ୟ ଦର୍ଶକ ଙ୍କୁ ବିମୋହିତ କରିଥିଲା। ଅର୍ପିତା ଚୈ।ଧୁରୀ ଙ୍କ ମେଲୋଡ଼ି ଯୁବ ସମାଜକୁ ନଚେଇଥିଲା ମଜେଇଥିଲା।ନୟାଗଡ଼ ଜିଲ୍ଲା ୟୁନିଅନ ଅଫ୍ ଜର୍ଣାଲିଷ୍ଟ ର ସଭାପତି ତଥା ରଣପୁରଗଡ ସମାଜ ପ୍ରତିନିଧି ବରିଷ୍ଠ ସାମ୍ବାଦିକ ଆଚାର୍ଯ୍ୟ ବିଶ୍ୱରଂଜନ ଙ୍କ ସମେତ ସମସ୍ତ ଛାପା, ବୈଦୁତିକ ଓ ସାମାଜିକ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଉତ୍ତମ ଖବର ପ୍ରଚାର ପ୍ରସାର ପାଇଁ ସମ୍ବର୍ଧିତ କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ ମହୋତ୍ସବ କୁ ସହଯୋଗ କରିଥିବା ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଥିଲା।

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!