Saturday, April 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରଣପୁର ମହୋତ୍ସବ ‘ଅର୍ଜ୍ଜୁନ’ର ଉଦଯାପନୀ

by ସଞ୍ଜୟ ସ୍ୱାଇଁ
January 9, 2025
in Breaking, Nayagarh
ରଣପୁର ମହୋତ୍ସବ ‘ଅର୍ଜ୍ଜୁନ’ର ଉଦଯାପନୀ
233
VIEWS
Share on FacebookShare on Twitter

ଅର୍ପିତା ଚୌଧୁରୀଙ୍କ ମେଲୋଡ଼ିରେ ଧୁମ ମଚାଇଲେ ଦର୍ଶକ

ରଣପୁର, (ବାଘୁଆବାର୍ତ୍ତା): ରଣପୁର ମହୋତ୍ସବ ଅର୍ଜ୍ଜୁନର ଉଦଯାପନୀ ଉତ୍ସବ ବାଚସ୍ପତି ସୁରମା ପାଢୀଙ୍କ ପୈାରହିତ୍ୟ ରେ ହୋଇଯାଇଛି। ୨୦୦୬ ମସିହାରୁ ରଣପୁର ମହୋତ୍ସବ ଅର୍ଜ୍ଜୁନ ଅନୁଷ୍ଠିତ ହୋଇଆସୁଛି। ଜାନୁଆରୀ ୫ ତାରିଖ ରୁ ୯ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପି ମହୋତ୍ସବ ହେଉଥିଲା। ସ୍ୱାଧିନତା ଆନ୍ଦୋଳନ ରେ ରଣପୁର ର ସହୀଦ ରଘୁ ଦିବାକର ଓ ଅର୍ଜ୍ଜୁନ ରାଉତ ଙ୍କ ବଳିଦାନ ସହିତ ସନ୍ଥ ଭକ୍ତଚରଣ ଦାସ ଙ୍କ କୃତ ମନବୋଧ ଚଉତିଶା ଆଦି ସ୍ମରଣ କୁ ମନେ ପକେଇବା ମହୋତ୍ସବ ଉଦ୍ଧିଷ୍ଟ। ୫ ଦିନ ବ୍ୟାପୀ ମହୋତ୍ସବରେ ରଣପୁର ଅଞ୍ଚଳର କଳା ସଂସ୍କୃତି, ରାଜ୍ୟ ଓ ରାଜ୍ୟ ବାହାରର କଳା ସଂସ୍କୃତି କୁ ସ୍ଥାନିତ କରାଯାଇଥିଲା। ଓଡ଼ିଶା ସରକାର ଙ୍କ କଣ୍ଡରା ଦରବାର, ତ୍ରିପୁରା ନୃତ୍ୟ,ଆସାମ ବିହୁ ନୃତ୍ୟ ଦର୍ଶକ ଙ୍କୁ ଆକୃଷ୍ଟ କରିଥିଲା। ବାଚସ୍ପତି ଙ୍କ ପୈାରହିତ୍ୟ ଉଦଯାପନୀ ସନ୍ଧ୍ୟାରେ କେବଳ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପ୍ରାଧାନ୍ୟ ଦିଆଯାଇଥିଲା ସମ୍ବଲପୁରୀ ଢାଞ୍ଚାରେ ଆସାମ ଗୋଆଲିନ ନୃତ୍ୟ ଦର୍ଶକ ଙ୍କୁ ବିମୋହିତ କରିଥିଲା।

ସମ୍ବଲପୁରୀ ଶୈଳୀରେ ଆସାମ ଗୋଆଲିନ ନୃତ୍ୟ 

ଅର୍ପିତା ଚୈ।ଧୁରୀ ଙ୍କ ମେଲୋଡ଼ି ଯୁବ ସମାଜକୁ ନଚେଇଥିଲା ମଜେଇଥିଲା।ନୟାଗଡ଼ ଜିଲ୍ଲା ୟୁନିଅନ ଅଫ୍ ଜର୍ଣାଲିଷ୍ଟ ର ସଭାପତି ତଥା ରଣପୁରଗଡ ସମାଜ ପ୍ରତିନିଧି ବରିଷ୍ଠ ସାମ୍ବାଦିକ ଆଚାର୍ଯ୍ୟ ବିଶ୍ୱରଂଜନଙ୍କ ସମେତ ସମସ୍ତ ଛାପା, ବୈଦୁତିକ ଓ ସାମାଜିକ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଉତ୍ତମ ଖବର ପ୍ରଚାର ପ୍ରସାର ପାଇଁ ସମ୍ବର୍ଧିତ କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ ମହୋତ୍ସବ କୁ ସହଯୋଗ କରିଥିବା ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଥିଲା।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

April 17, 2026
ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026
ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

April 16, 2026
ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

April 16, 2026
କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!