Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରଣପୁର ମହୋତ୍ସବ ଅର୍ଜ୍ଜୁନର ଚତୁର୍ଥ ସନ୍ଧ୍ୟା

by ସଞ୍ଜୟ ସ୍ୱାଇଁ
January 8, 2025
in Nayagarh, State
ରଣପୁର ମହୋତ୍ସବ ଅର୍ଜ୍ଜୁନର ଚତୁର୍ଥ ସନ୍ଧ୍ୟା
198
VIEWS
Share on FacebookShare on Twitter

ଡେମସା, ଲାଉଣୀ ଓ ଝୁମୁରା ନୃତ୍ୟ ଥିଲା ମନଲୋଭା

ରଣପୁର, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ରଣପୁର ରେ ଜାନୁଆରୀ ୫ ତାରିଖ ରୁ ଅନୁଷ୍ଠିତ ହୋଇ ଆସୁଥିବା ମହୋତ୍ସବ ଅର୍ଜ୍ଜୁନ ର ଚତୁର୍ଥ ସନ୍ଧ୍ୟା ହୋଇଯାଇଛି। ଓଡ଼ିଶା ରେ ପ୍ରବାସୀ ଭାରତୀୟ ସମ୍ମେଳନ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସୁଥିବା ଯୋଗୁଁ ମହୋତ୍ସବ ସମୟ ସାରଣୀ ରେ ପରିବର୍ତନ କରାଯାଇ ନିର୍ଧାରିତ ସମୟ ପୂର୍ବରୁ ବାଚସ୍ପତି ସୁରମା ପାଢୀ ଙ୍କ ପୈାରହିତ୍ୟ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ମୂଖ୍ୟ ଅତିଥି ଭାବେ ସମବାୟ , ହସ୍ତତନ୍ତ ଓ ବୟନଶିଳ୍ପ ଶିଳ୍ପ ମନ୍ତ୍ରୀ ଡ.ପ୍ରଦୀପ ବଳସାମନ୍ତ।

ସମ୍ମାନୀତ ଅତିଥି ଭାବେ, ଦଶପଲ୍ଲା ବିଧାୟକ ରମେଶ ବେହେରା,ଦଶପଲ୍ଲା ବିଧାୟକ ରମେଶ ବେହେରା,ପୂର୍ବତନ ରଣପୁର ବିଧାୟକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ରବିନାରାୟଣ ମହାପାତ୍ର, ତହସିଲଦାର ଡ.ଆର୍ଯ୍ୟ କୁମାର ସର୍ଭଦମନ , ବ୍ଳକ ଅଧକ୍ଷା ନିର୍ମଳା ବେହେରା ଯୋଗ ଦେଇଥିଲେ। ମନ୍ତ୍ରୀ ବଳସାମନ୍ତ ରଣପୁର ର ରାଣୀ ପ୍ରଭାବତୀ ଙ୍କ ଙ୍କ ଠାରୁ ଆରମ୍ଭ କରି ରଣପୁର ରାଣୀ ବସନ୍ତ ମଞ୍ଜରୀ ଙ୍କ ବିରତ୍ୱର ଗାଥା ଅବତାରଣା କରିଥିଲେ ରଣପୁର ର କଳା ସଂସ୍କୃତି, ସାହିତ୍ୟ ଓ ଐତିହ୍ୟ ଉପରେ ମୂଖ୍ୟ ଅତିଥି ଙ୍କ ଠାରୁ ଆରମ୍ଭ କରି ସମ୍ମାନିତ ଅତିଥି ଭାବେ ଆଲୋଚନା କରି ଭୂୟସୀ ପ୍ରଶଂସା କରିଥିଲେ। ଆଗାମୀ ଦିନରେ ରଣପୁର ର କଳା ସଂସ୍କୃତି ସାରା ରାଜ୍ୟରେ ପ୍ରଚାର ପାଇଁ ମହୋତ୍ସବ ଅର୍ଜ୍ଜୁନ ଏକ ମାଧ୍ୟମ ବୋଲି କହିଥିଲେ।

ଅତିଥି ଙ୍କ ଦ୍ଵାରା ଉତ୍ତରାଖଣ୍ଡ ରେ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଶକ୍ତିପୁତ୍ର ଡ. ସୁବାସ ଚନ୍ଦ୍ର ଶତପଥୀ, ସିନ୍ଦୁରିଆ ଶତାୟୁ କ୍ଷେତ୍ରବାସୀ ମହାରଣା, ବାଉଁଶଗଡ ଶତାୟୁ ନିଳମଣୀ ଦେଇ ପ୍ରଶନ୍ନ କୁମାର ବାରିକ, ଜୟଶ୍ରୀ ପ୍ରଧାନ ବହୁ ପ୍ରତିଭା ଙ୍କୁ ସମ୍ବର୍ଧିତ କରାଯାଇଥିଲା। ସମୟ ଅବ୍ୟବହିତ ପୂର୍ବରୁ ଅତିଥି ଙ୍କ ଉପସ୍ଥିତି ଯୋଗୁଁ କମ୍ ଦର୍ଶକ ଉପସ୍ଥିତ ଥିଲେ। ଓଡ଼ଗାଁ ର ବୈଦେହୀ ସଙ୍ଗୀତାୟନ ର ତବଲା ବାଦନ ହୋଇଥିଲା।ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଙ୍କ ଡେମସା, ମହାରାଷ୍ଟ୍ର ଲାଉଣୀ ଓ ପଶ୍ଚିମବଙ୍ଗର ଝୁମୁରା ନୃତ୍ୟ ଦର୍ଶକ ଙ୍କ ମନମୋହିଥିଲା।ଦର୍ଶକ ମାନେ ରାମଦୋଳି ଓ ଚଟପଟି ଖାଦ୍ୟ ର ମଜ୍ଜା ଉଠାଇଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!