ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଦିନକୁ ଦିନ ରାଜ୍ୟରେ ଅହରହ ସାଇବର ଠକେଇ ବଢ଼ିବାରେ ଲାଗିଛି । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ପୁଲିସ୍ କମିଶନର୍ । ସାଇବର ହେଲ୍ପ ଡେକ୍ସ ହେବାର ମାସକ ଭିତରେ ୧୨୦୭ ଟି ଫ୍ରଡଟ୍ କଲ ଆସିଛି । ଯଦି ପ୍ରତି ଜିଲ୍ଲାକୁ ଲକ୍ଷ କରିବା ତେବେ ୧ କୋଟି ୪୦ ଲକ୍ଷରୁ ଅଧିକ ଚଟଖା ଠକେଇ ହୋଇଥିବା ନେଇ ସୂଚନା ଭୁବନେଶ୍ୱର କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।





