Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୫ମ ଓପନ ଜାତୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ନୟାଗଡ଼ କୁ ୧୯ ପଦକ

by ସଞ୍ଜୟ ସ୍ୱାଇଁ
December 30, 2024
in Nayagarh, State
୫ମ ଓପନ ଜାତୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ନୟାଗଡ଼ କୁ ୧୯ ପଦକ
180
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଗତକାଲି ଠାରୁ ୫ମ ଓପନ ଜାତୀୟ ସ୍ତରୀୟ ଟାଇକୋଣ୍ଡ ଚମ୍ପିୟାନସିପ ୨୦୨୪ ଟାଇକୋଫେଷ୍ଟ ପଶ୍ଚିମବଙ୍ଗର କଲିକତା ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ନୟାଗଡ଼ ମାର୍ଶାଲ ଆର୍ଟ ଆକାଡେମି , ନୂଆ ରାଜବାଟି ନୟାଗଡ଼ର ୨୧ ଜଣ ଖେଳାଳି ବିଭିନ୍ନ ବର୍ଗର କିରୋଗି ଫ୍ରେସର ଇଭେଣ୍ଟ ରେ ଆୟୁଶ୍ରୀ ଦାସ, ସୋଭାଲିନ ମହାପାତ୍ର, ଆନନ୍ଦ କୁମାର, ସମରିତ ଅଗସ୍ତି, ବିରାଟ ପ୍ରୟାସ, ପ୍ରଭାକର ପରିଡ଼ା, ଡୋଲା ଉଦିତ୍ ଶ୍ରୀରାମ, ତତ୍ବଦର୍ଶି ବିଶ୍ବାଳ, ସତ୍ୟବ୍ରତ ବିଶ୍ବାଳ ସ୍ବର୍ଣ୍ଣ ପଦକ ପାଇଥିବା ବେଳେ ଶ୍ରୀୟାସି ସାହୁ, ସ୍ମୁତି ପ୍ରଜ୍ଞା ନାୟକ, ଦେବାଶିଂ ବିଶ୍ଵାଳ, ବିଷ୍ଣୁପ୍ରିୟା ପରିମାଣିକ , ହୃଷିକେଶ ଖଣ୍ଡେଇ, ସାସ୍ୱତ ସମ୍ବିତ ପ୍ରଧାନ, ତନିଷ୍ ସୁନ୍ଦରକା, ବେଦାନ୍ସ ପରିଡ଼ା, ରୈପ୍ୟ ପଦକ ହାସଲ କରିଛନ୍ତି । ସେହିପରି ରେଗୁଲାର କିରୋଗି ଇଭେଣ୍ଟ ରେ ଶିବାନନ୍ଦ ରାୟଗୁରୁ ଏବଂ ପ୍ରତ୍ୟୁଷା ରାୟଗୁରୁ କାଂସ୍ୟ ପଦକ ମୋଟ ୧୯ ଟି ପଦକ ହାସଲ କରି ନୟାଗଡ଼ ଜିଲ୍ଲା ପାଇଁ ସୁନାମ ଅର୍ଜନ କରିଛନ୍ତି । ଏହି ନୟାଗଡ଼ ଦଳର କୋଚ ଭାବରେ ପୃଥିବି ରାୟଗୁରୁ ଏବଂ ଶିବାନନ୍ଦ ରାୟଗୁରୁ ତଥା ମ୍ୟାନେଜର ଭାବରେ ସୈମ୍ୟ ରଞ୍ଜନ ସାହୁ ଦଳ ସହିତ କଲିକତା ଯାତ୍ର କରିଥିବା ନେଇ ଏକାଡେମି ର ମୁଖ୍ୟ ପ୍ରଶିକ୍ଷକ ଭବାନୀ ଶଙ୍କର ରାୟଗୁରୁ ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!