Saturday, October 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଇଆଇସି ସ୍ତରରେ ବଦଳି:ଗଲେ ତିନି, ରହିଲେ ଜଣେ 

by ସଞ୍ଜୟ ସ୍ୱାଇଁ
December 28, 2024
in Breaking, Nayagarh, State
ବଦଳିଲେ ରଣପୁର ବିଡିଓ, ଦଶପଲ୍ଲା ତହସିଲଦାର
775
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ପୋଲିସ ମୁଖ୍ୟାଳୟ ପକ୍ଷରୁ ବଡ଼ ଧରଣ ବଦଳି ପକ୍ରିୟା ଆରମ୍ଭ ହୋଇଛି l ତେବେ ଆଜି ରାଜ୍ୟର ପୋଲିସ ପ୍ରଶାସନ ପକ୍ଷରୁ 208ଜଣ ଆଇଆଇସିଙ୍କ ସ୍ତରରେ ବଦଳି କରାଯାଇଛି l 208ଜଣ ଆଇଆଇସିଙ୍କ ମଧ୍ୟରୁ ଭିଜିଲାନ୍ସ, କମିଶନରେଟ, ରାଜ୍ୟ ମୁଖ୍ୟାଳୟ ଏବଂ ବିଭିନ୍ନ ଜିଲ୍ଲାକୁ ବଦଳି କରାଯାଥିବା ଜଣାପଡିଛି l ତେବେ ନୟାଗଡ଼ ଜିଲ୍ଲାରେ କାର୍ଯ୍ୟରତ ଥିବା 3ଜଣ ଆଇଆଇସିଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ବେଳେ ଜଣେ ଆଇଆଇସିଙ୍କୁ ପୋଲିସ ଟ୍ରେନିଂ ସ୍କୁଲକୁ ବଦଳି କରାଯାଇଛି l ବଦଳି ହୋଇଥିବା ଆଇଆଇସି ହେଲେ ବର୍ତ୍ତମାନ ନୟାଗଡ଼ ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଆଇଆଇସି ପୁଷ୍ପଲତା ବେହେରାଙ୍କୁ ସ୍ପେସିଆଲ ବ୍ରାଞ୍ଚ ଭୁବନେଶ୍ୱର ବଦଳି କରାଯାଇଥିବା ବେଳେ ରଣପୁର ଥାନାରେ କାର୍ଯ୍ୟରତ ଆଇଆଇସି ମୁକେଶ କୁମାର ବେହେରାଙ୍କୁ ଭିଜିଲାନ୍ସକୁ ବଦଳି କରାଯାଇଛି ସେହିପରି ଶରଣକୁଳ ଥାନାରେ କାର୍ଯ୍ୟରତ ଆଇଆଇସି ଜ୍ୟୋତି ପ୍ରକାଶ ସ୍ୱାଇଁଙ୍କୁ ମୟୁରଭଞ୍ଜ ଜିଲ୍ଲାକୁ ବଦଳି କରାଯାଇଛି l ହେଲେ ନୟାଗଡ଼ ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଦୁଃଖିଶ୍ୟାମ ସେଠୀଙ୍କୁ ନୟାଗଡ଼ ପୋଲିସ ଟ୍ରେନିଂ ସ୍କୁଲ କୁ ବଦଳି କରାଯାଇଥିବା ସୂଚନା ମିଳିଛି l ତେବେ ତିନି ଜଣ ଆଇଆଇସିଙ୍କୁ ଅନ୍ୟତ୍ର ବଦଳି କରାଯାଥିବା ବେଳେ ତାଙ୍କ ସ୍ଥାନରେ କାହାକୁ ବି ନିଯୁକ୍ତ କରାଯାଇ ନଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି l

 

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!