Thursday, November 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗଡ଼ିଲା ତଅପୋଇ ଆମ୍ବୁଲାନ୍ସ ସେବା

by ସଞ୍ଜୟ ସ୍ୱାଇଁ
February 7, 2021
in Feature News
ଗଡ଼ିଲା ତଅପୋଇ ଆମ୍ବୁଲାନ୍ସ ସେବା
239
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ମା’ର ସ୍ନେହ ଆଦର, ସ୍ୱଚ୍ଛଳ ମନୋଭାବରେ ଅନୁପ୍ରାଣିତ ହୋଇଥିବା ପୁଅ ମା’ଙ୍କ ନାମରେ ଆମ୍ବୁଲାନ୍ସ୍ ସେବା ଯୋଗାଇ ଦେବାକୁ ନିଷ୍ପ ି ନେଇଥିଲେ । ଯାହାର ଆଜି ସଫଳ ରୂପାୟନ କରିଛନ୍ତି ତଅପୋଇଙ୍କ ପୁଅ ତଥା ଭାଟସାହି ସରପ କିଶୋର ଚନ୍ଦ୍ର ସାହୁ । ମହତ ଉଦ୍ଦେଶ୍ୟରେ ଆଜି କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ମୁଖ୍ୟଅତିଥି ଭାବେ ମେଡିକାଲ ପରିସରରେ ଯୋଗ ଦେଇ ‘ତଅପୋଇ ଆମ୍ବୁଲାନ୍ସ ସେବା’କୁ ସବୁଜ ପତାକା ଦେଖାଇ ଉଦ୍ଘାଟନ କରିଛନ୍ତି । ଏବଂ ଭାଟସାହି ସରପ ଯେଉଁ ମହତ ଉଦ୍ଦେଶ୍ୟ ରଖି ମେଡିକାଲ୍କୁ ଆମ୍ବାୁଲାନ୍ସଟିଏ ଯୋଗାଇ ଦେଇଛନ୍ତି ତା’ଙ୍କୁ ସମର୍ଦ୍ଧନା ଦିଆଯିବା ଉଚିତ୍ । ତାଙ୍କ ଅବଦାନ ଏଭଳି ସମାଜ ଉପରେ ସଦାସର୍ବଦା ପଡିଥାଉ । ଏଭଳି କହି ସରପଞ୍ଚଙ୍କ ଶ୍ରୀ ସାହୁଙ୍କୁ ମନ୍ତ୍ରୀ ପ୍ରଶଂସା କରିଥିଲେ । ଏହା ନୟାଗଡ଼ ପୌରପରିଷଦ ଓ ନୟାଗଡ଼ ବ୍ଲକ୍ର ଜନସାଧାରଣଙ୍କୁ ସହଜ ରୋଗୀ ସେବା ଯୋଗାଇ ଦେବା ପାଇଁ ସଂକଳ୍ପବଦ୍ଧ ତଅପୋଇ ଆମ୍ବୁଲାନ୍ସ ସେବା । ସେଥିପାଇଁ ସମସ୍ତ ରୋଗୀମାନଙ୍କ ପାଇଁ ତଅପୋଇ ଆମ୍ବୁଲାନ୍ସ ସେବା ନୟାଗଡ଼ ପୌରପରିଷଦ ଓ ନୟାଗଡ଼ ବ୍ଲକ୍ ଅ ଳର ରୋଗୀମାନଙ୍କ ଇଚ୍ଛା ଅନୁସାରେ ଫୁଏଲ ଦେଇ ଆମ୍ବୁଲାନ୍ସ ସେବା ପାଇପାରିବେ ଏବଂ ଜିଲ୍ଲାର ଅନ୍ୟସମସ୍ତ ଅ ଳରେ ରୋଗୀମାନେ କେବଳ ଫୁଏଲ ଖର୍ଚ୍ଚ ଦେଇ ଆମ୍ବୁଲାନ୍ସ ସେବା ପାଇପାରିବେ ଭାଟସାହି ସରପ ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ତେବେ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ମନ୍ତ୍ରୀ ଡ଼ ସାହୁଙ୍କ ସହିତ ଅତିରିକ୍ତ ମୁଖ୍ୟଚିକିତ୍ସା ଅଧିକାରୀ ପ୍ରଶନ୍ନ ପ୍ରସାଦ ସାହୁ, ବ୍ଲକ୍ ଅଧ୍ୟକ୍ଷା ଗୋଲାପ ଦଳବେହେରା, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଦୁର୍ଯ୍ୟୋଧନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!