ଭୁବନେଶ୍ୱର,(ବାଘୁଆବାର୍ତ୍ତା): କୋଟିଆ ଉପରେ ଆନ୍ଧ୍ରର ଦାଦାଗିରି କରୁଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱମନ୍ତ୍ରୀ ସୁଦାମ ମାର୍ଣ୍ଡି । ମନ୍ତ୍ରୀଙ୍କ କହିବାନୁସାରେ, କୋରାପୁଟ ଓ ଗଜପତି ଜିଲ୍ଲାର କିଛି ଅ ଳରେ ଆନ୍ଧ୍ର ସରାକର କବ୍ଜା କରିବାକୁ ଯେଉଁ ଚକ୍ରାନ୍ତ କରୁଛନ୍ତି । ସେଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଫଳ ହେବାକୁ ଦେବେ ନାହିଁ । ଏ ରାଜ୍ୟରୁ ଇେ ବି ମାଟି ଆନ୍ଧ୍ରକୁ ଦେବାର ପ୍ରଶ୍ନ ଉଠୁନାହିଁ କି ନେବେ ନାହିଁ । ଏହା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପ ି । ଏବଂ କୋଟିଆ ଗ୍ରାମବାସୀଙ୍କ ପାଇଁ ରାଜ୍ୟ ସରକାର ସଦାସର୍ବଦା ସଚେତନ ଅଛନ୍ତି । ସେଥିପାଇଁ ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ କୋଟିଆ ଅ ଳର ପ୍ରଗତି ରଥ ଗଡ଼ାଇ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି । ତେବେ ଆନ୍ଧ୍ରର ଏଭଳି ଦାଦାଗିରି ପାଇଁ ରାଜ୍ୟ ସରକାର ଯେଉଁ ଯେଉଁ ପଦକ୍ଷେପ ନେବା କଥା ନିଆଯିବ ବୋଲି କହିଛନ୍ତି ।





