ଭୁବନେଶ୍ବର, (ବାଘୁଆବାର୍ତ୍ତା): ମହିଳା ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍ । ଏକ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ଲୁଟିଲେ ଦୁଇ ଦୁର୍ବୃତ୍ତ । ମହିଳା ଫାଇନାନ୍ସ କର୍ମଚାରୀଙ୍କ ବେକରେ କଟୁରୀ ଲଗାଇ ଲୁଟିଲେ ଦୁର୍ବୃତ୍ତ । ରାଜସ୍ବ ଗ୍ରାମରୁ ବାଳକାଟି ଆସୁଥିବା ବେଳେ ଲୁଟ୍ ହୋଇଛି । ଆପାଚି ବାଇକ୍ରେ ଆସି ଛଡ଼ାଇ ନେଲେ ନଗଦ ୫୦ ହଜାରରୁ ଅଧିକ ଟଙ୍କା । ସେପଟେ ଥାନା ବିବାଦ ପାଇଁ ଦୀର୍ଘ ସମୟ ରାସ୍ତାରେ ଅଟକି ରହିଲେ ମହିଳା କର୍ମଚାରୀ ।





