Tuesday, November 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁଇ ଶିଶୁକନ୍ୟା ଜୀବନ୍ତ ଦଗ୍ଧ

by ସଞ୍ଜୟ ସ୍ୱାଇଁ
February 4, 2021
in Feature News
ଭାଟସାହିରେ ଜଣଙ୍କୁ ହତ୍ୟା
157
VIEWS
Share on FacebookShare on Twitter

ରାୟଗଡ଼ା,(ବାଘୁଆବାର୍ତ୍ତା): ଲାକରିସ ଗ୍ରାମରେ ଘଟିଛି ବଡ଼ ଅଘଟଣ । ପାଳଗଦାରେ ନିଆଁ ଲାଗିଯିବାରୁ ଦୁଇ ଶିଶୁ କନ୍ୟା ସେହି ନିଆଁରେ ଜୀବନ୍ତ ଦଗ୍ଧ ପାଲଟି ଯାଇଛନ୍ତି । ଯାହାକୁ ନେଇ ଗ୍ରାମରେ ଶୋକାକୁଳ ପରିସ୍ଥିତି ଦେଖାଦେଇଛି । ମିଳିଥିବା ସୂଚନାନୁସାରେ, ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଅନ୍ତର୍ଗତ ଲାକରିସ୍ ଗ୍ରାମରେ ଆଜି ମଧ୍ୟାହ୍ନ ସମୟରେ ଘଟିଛି ବଡ଼ ଅଘଟଣ । ଲାକରିସ୍ ଗ୍ରାମର ଦୁର୍ଯ୍ୟୋଧନ ମାଝିଙ୍କ ଦୁଇ ଝିଅ, କୁମାରୀ ମାଝି(୫) ଓ ବିଦ୍ୟା ମାଝି(୩) ଉଭୟ ପରିବା ବିଲରେ ଥିବା ପାଳଗଦା ନିକଟରେ ବସିଥିଲେ । ଉକ୍ତ ସମୟରେ କୌଣସି କାରଣରୁ ପାଳଗଦାରେ ହଠାତ୍ ନିଅାଁ ଲାଗିଯାଇଥିଲା । ପାଳଗଦାରେ ଲାଗିଥିବା ନିଅାଁ ଏତେ ଭୟଙ୍କର ଥିଲା ଯେ, ଉକ୍ତ ପାଳଗଦା ନିକଟରେ ବସିଥିବା ଦୁଇ ଶିଶୁକନ୍ୟା ପୋଡି ହୋଇ ପ୍ରାଣ ହରାଇଥିଲେ । ଏହାର ଖବର ପାଇଁ କାଶୀପୁର ପୁଲିସ୍ ଘଟଣାସ୍ଥଳରେ ପହ ô ସ୍ଥିତି ଅନୁଧ୍ୟାନ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଦୁଇ ଝିଅଙ୍କ ଜୀବନ୍ତ ଦଗ୍ଧ ହେବା ଗ୍ରାମବାସୀଙ୍କ ମନରେ ଗଭୀର ଆଘାତ ଦେଇଛି । ଯାହାକୁ ନେଇ ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!