Saturday, September 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨ ପେସାଦାର ଚୋରଙ୍କୁ ଧରିଲା ପୁଲିସ୍‌

by ସଞ୍ଜୟ ସ୍ୱାଇଁ
December 16, 2024
in Crime, State
ରାଜଧାନୀରେ ଗର୍ଜିଲେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା
98
VIEWS
Share on FacebookShare on Twitter

ସୁନ୍ଦରଗଡ଼, (ବାଘୁଆବାର୍ତ୍ତା): ଦୁଇ ପେସାଦାର ଚୋରଙ୍କୁ ଧରିଲା ସୁନ୍ଦରଗଡ଼ ପୁଲିସ୍‌। ସେମାନଙ୍କଠାରୁ ନଗଦ ଟଙ୍କା, ବନ୍ଧୁକ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଛି। ରବିବାର ଘଟିଥିବା ଲୁଟ୍‌ ମାମଲାରେ ଖୋଳତାଡ କରୁଥିବା ବେଳେ ପୁଲିସ୍‌ ଏହି ଦୁଇ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି। ପଶ୍ଚିମବଙ୍ଗର ମୁର୍ସିଦାବାର ଏସ୍‌.କେ ଆକ୍‌ବର ସୁନ୍ଦରଗଡ଼ ଟାଉନ ଥାନା ଅରଣ୍ୟନଗରରେ ଶ୍ରମିକ ଭାବେ କାମ କରୁଥିଲେ। ରବିବାର ଅପରାହ୍ନରେ ସେ କାମ ସାରି ଫେରୁଥିବା ବେଳେ ୨ ଜଣ ଯୁବକ ଏକ ବାଇକରେ ଆସି ବନ୍ଧୁକ ଓ ଛୁରି ଦେଖାଇ ଧମକ ଚମକ ଦେଇଥିଲେ। ପରେ ତାଙ୍କଠାରୁ ୩ଟି ମୋବାଇଲ ଓ ନଗଦ ୫ ହଜାର ଟଙ୍କା ନେଇଯାଇଥିଲେ। ଏ ସମ୍ପର୍କରେ ଆକବର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଟାଉନଥାନା ଅଧିକାରୀ ଆଦିତ୍ୟ ମହାକୁଡ ବିଭିନ୍ନ ସ୍ଥାନରେ ଚଢଉ କରି ଦୁଇ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଥିଲେ। ଗିରଫ ଦୁଇ ଅଭିଯୁକ୍ତ ହେଲେ ସୁନ୍ଦରଗଡ ଟାଉନ ଥାନା ଡେଙ୍ଗିଭାଡି ଅଂଚଳର ଏମ.ଡି.ଇକ୍କୁ ଓ ଏମ.ଡି ମୋବିନ। ପୁଲିସ୍‌ ସେମାନଙ୍କଠାରୁ ଗୋଟିଏ ବାଇକ, ୧୦ଟି ମୋବାଇଲ, ଦେଶୀ ବନ୍ଧୁକ, ଛୁରୀ ଓ ୪୫୦୦ ଟଙ୍କା ଜବତ କଛି। ଅଭିଯୁକ୍ତଙ୍କ ଗିରଫ ନେଇ ଆଇପିଏସ୍‌ ଅନନ୍ୟା ଅବସ୍ଥି କହିଛନ୍ତି, ମୋବିନ ନାଁରେ ପୂର୍ବରୁ ଜିଲ୍ଲାର ଟାଉନ ଥାନା, ତଲସରା ଓ ରାଜଗାଙ୍ଗପୁର ଥାନାରେ ୭ଟି ମାମଲା ରହିଛି। ସେ ଜଣେ ପେଶାଦାର ଅପରାଧୀ। ତା’ ବିରୋଧରେ ଲୁଟ, ହତ୍ୟା ଧମକ ଚମକ, ଚୋରି, ବେଅ।ଇନ ଭାବେ ଅସ୍ତ୍ର ରଖିବା ପରି ଭଳି ସଙ୍ଗୀନ ମାମଲା ରହିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!