ରାୟଗଡ଼ା, (ବାଘୁଆବାର୍ତ୍ତା): ଅଟୋ ଚାଳକଙ୍କୁ ନିର୍ମମ ହତ୍ୟା । ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ ଫୁଲଜବା ଗାଁ ନିକଟରେ ଘଟିଛି ଘଟଣା । ମୃତ ଅଟୋ ଚାଳକ ହେଲେ ବଳରାମ ଖରା । ତାଙ୍କ ବୟସ ୩୫ ବର୍ଷ ବୋଲି ଜଣାପଡ଼ିଛି । ତାଙ୍କ ଘର କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନା ଅନ୍ତର୍ଗତ ଗାରିଡି ଗ୍ରାମରେ। ଘଟଣାସ୍ଥଳରେ ପୋଲିସର ତଦନ୍ତ ।





