Sunday, September 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଟୋ ପାର୍ଟ୍ସ ନାଁରେ ଚାଲିଛି ନକଲି ଚା’ ବେପାର

by ସଞ୍ଜୟ ସ୍ୱାଇଁ
December 6, 2024
in Crime, State
ଅଟୋ ପାର୍ଟ୍ସ ନାଁରେ ଚାଲିଛି ନକଲି ଚା’ ବେପାର
97
VIEWS
Share on FacebookShare on Twitter

ଜଳେଶ୍ବର, (ବାଘୁଆବାର୍ତ୍ତା): ଅଟୋ ପାର୍ଟ୍ସ ନାଁରେ ଚାଲିଛି ନକଲି ଚା’ ବେପାର । ଜଳେଶ୍ବର ଅଗ୍ରୱାଲା ଛକ ନିକଟରେ ପୋଲିସର ଚଢାଉ । ଟାଟା କମ୍ପାନୀ ବ୍ରାଣ୍ଡକୁ ନକଲ କରି ଚିକୁ ଅଟୋ ପାର୍ଟ୍ସ ମାଲିକ ୧୫ ବର୍ଷ ଧରି ଚଳାଇଛନ୍ତି ନକଲି ବେପାର । ସମ୍ରାଟ ଗୋଲ୍ଡ, ସିଗ୍ମା ପ୍ରିମିୟମ , ଗୋଲ୍ଡ ଗାର୍ଡେନ ଫ୍ରେସ ଟି ନାଁରେ ନକଲି ଷ୍ଟିକରିଙ୍ଗ କରି ଜଳେଶ୍ବର ଅଗ୍ରୱାଲା ଛକ ନିକଟରେ ମାଲିକ ଚୀକୁ ଭୂୟାଁ ଖୋଲିଛନ୍ତି କମ୍ପାନୀ । ନକଲି ଚା କମ୍ପାନୀ ଉପରେ ଟାଟା ସନ୍ସ ପ୍ରାଇଭେଟ୍ ଲିମିଟେଡ ଦିଲ୍ଲୀ ହାଇକୋର୍ଟରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ । ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସ୍ଵତନ୍ତ୍ର ମାଜିଷ୍ଟ୍ରେଟଙ୍କ ସହିତ ଜଳେଶ୍ବର ପୋଲିସର ଚଢ଼ାଉ । ବିପୁଳ ପରିମାଣର ପ୍ୟାକେଟ ଜବତ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!