Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁଇ ଖେଳାଳୀଙ୍କୁ ସଫଳତା

by ସଞ୍ଜୟ ସ୍ୱାଇଁ
January 30, 2021
in Sports
ଦୁଇ ଖେଳାଳୀଙ୍କୁ ସଫଳତା
164
VIEWS
Share on FacebookShare on Twitter

ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): ଅଷ୍ଟ୍ରେଲିଆ ମାଟିରେ ଘରୋଇ ଟିମ୍କୁ ଧୂଳି ଚଟାଇଥିବା ଦୁଇ ଷ୍ଟାର ଖେଳାଳୀଙ୍କୁ ମିଳିଛି ବଡ଼ ସଫଳତା । ସେମାନଙ୍କ ଭଲ ପର୍ଫମାନ୍ସ ଯୋଗୁଁ ଅଷ୍ଟ୍ରେଲିଆରେ ଭାରତ ଟେଷ୍ଟ ସିରିଜ୍ କବଜା କରିଥିଲା । ଆଇସିସିର ସଦସ୍ୟତମ ଜାରି ଟେଷ୍ଟ ବ୍ୟାଟିଂ ର୍ୟାଙ୍କିଙ୍ଗରେ ଭାରତୀୟ କ୍ରିକେଟ୍ ଟିମ୍ର ଦୁଇ ଉଦୀୟମାନ ଖେଳାଳୀ ଅଜିଙ୍କ୍ୟ ରାହାଣେ ଓ ଚେତେଶ୍ୱର ପୂଜାରାଙ୍କ ପଦୋନ୍ନତି ହୋଇଥିବା ଜଣାପଡିଛି । ପାକିସ୍ଥାନର ଅଧିନାୟକ ବାବର ଆଜମ୍ଙ୍କୁ ପଛରେ ଗୋଟିଏ ସ୍ଥାନ ପୂଜାରା ଉପରକୁ ଉଠି ର୍ୟାଙ୍କିଙ୍ଗର ୬ଷ୍ଠ ନଂ ସ୍ଥାନରେ ଥିବା ଜଣାପଡିଛି । ସେହିଭଳି ରାହାଣେ ଗୋଟିଏ ସ୍ଥାନ ଉପରକୁ ଉଠି ୮ମ ନଂ ସ୍ଥାନରେ ପହ ôଥିବା ଜଣାପଡିଛି । ପୂଜାରଷ୍ଟ୍ରେଟଷ୍ଟ ସିରିଜ୍ରେ ୩ଟି ଅର୍ଦ୍ଧଶତକ ସହ ୨୭୧ରନ୍ ହାସଲ୍ କରିଥିବା ବେଳେ ଏକାକି ୯୨୮ଟି ବଲକୁ ସାମ୍ନାକରିଥିଲେ ଏବଂ ବୋଲରଙ୍କୁ ନୟାନ୍ତ କରିଥିଲେ । ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମ୍ ର୍ୟାଙ୍କିଙ୍ଗର ପ୍ରଥମ ସ୍ଥାନରେ ଥିବା ବେଳେ ଷ୍ଟିଭ ସ୍ମିଥ୍ ଦ୍ୱିତୀୟ, ମାନର୍ସ ଲାବୁଶେନ୍ ତୃତୀୟ, ବିରାଟ କୋହିଲ୍ ଚତୁର୍ଥ ଓ ଜୋ ରୁଟ୍ ପ ମ ସ୍ଥାନରେ ରହିଥିବା ସୂଚନା ମିଳିଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!