Friday, November 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପରକୀୟା ପ୍ରୀତି, ବିଷ ଦେଇ ସ୍ତ୍ରୀକୁ ମାରିଦେଲା ସ୍ଵାମୀ

by ସଞ୍ଜୟ ସ୍ୱାଇଁ
November 12, 2024
in Crime, State
ଶ୍ଵଶୁରକୁ ହତ୍ୟା କଲା ଜ୍ୱାଇଁ
106
VIEWS
Share on FacebookShare on Twitter

ଢେଙ୍କାନାଳ, (ବାଘୁଆବାର୍ତ୍ତା) : ପରକୀୟା ପ୍ରୀତି ପାଇଁ ବିଷ ଦେଇ ସ୍ତ୍ରୀକୁ ମାରିଦେଲା ସ୍ଵାମୀ। ଭାପୁର ଫାଣ୍ଡି ଅନ୍ତର୍ଗତ ବାଳିଆମ୍ବା ଗ୍ରାମରେ ଅଭାବନୀୟ ଘଟଣା । ମଦ୍ୟପ ସ୍ଵାମୀର ପରକୀୟା ପ୍ରୀତିକୁ ପତ୍ନୀଙ୍କ ବିରୋଧ ଯୋଗୁଁ ହରାଇଲା ଜୀବନ। ନୃଶଂସ ସ୍ଵାମୀ ମାଡ଼ ମାରିବା ପରେ କୀଟନାଶକ ପିଆଇ ହତ୍ୟା କରିଛି ଅଭିଯୁକ୍ତ। ୧୧ ବର୍ଷ ତଳେ ବାଙ୍କୀ ବ୍ଲକ କଡ଼ାମଲ୍ ଗ୍ରାମର ଅମିତା ରଣା ଢ଼େଙ୍କାନାଳ ଭାପୁର ଫାଣ୍ଡି ଅଧୀନ ବାଲିଅମ୍ବା ଗାଁର ପ୍ରଶାନ୍ତ ରଣାକୁ ବାହା ହୋଇଥିଲେ । ସେମାନଙ୍କର ୨ଟି ପୁଅ ଅଛନ୍ତି। ଗତ କିଛି ବର୍ଷ ଧରି ସ୍ଵାମୀ ପ୍ରଶାନ୍ତ ଯୌତୁକ ପାଇଁ ୩ଲକ୍ଷ ଟଙ୍କା ଲାଗି ସ୍ତ୍ରୀକୁ ନାନାଦି ନିର୍ଯ୍ୟାତନା ଦେଇ ଆସୁଥିଲେ । ମାତ୍ର ସେ ଯେଉଁ କାଜୁ ଫ୍ୟାକ୍ଟ୍ରିରେ କାମ କରୁଥିଲେ ସେଠି ଅନ୍ୟ ଜଣେ ମହିଳାଙ୍କ ସହିତ ସମ୍ପର୍କ ରେ ଥିବା କଥା ସ୍ତ୍ରୀ ଅମିତା ଜାଣିବା ପରେ ଉଭୟଙ୍କ ଭିତରେ ପାଟିତୁଣ୍ଡ ହେଉଥିଲା। ଏନେଇ ସ୍ଵାମୀ ପ୍ରଶାନ୍ତ ମାରପିଟ କରୁଥିଲେ ବୋଲି ଅମିତାଙ୍କ ପାରିବାର ଲୋକ ଅଭିଯୋଗ କରିଛନ୍ତି । କିନ୍ତୁ ଗତକାଲି ସକାଳେ ଅମିତାକୁ ସ୍ବାମୀ ବାଡିଆପିଟା କରିବା ପରେ ପାଟି ଖୋଲି କୀଟନାଶକ ଔଷଧ ପିଆଇଦେବା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଶଙ୍କରପୁର CHC ରେ ଭର୍ତ୍ତି କରିବା ପରେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି। ଏ ସଂକ୍ରାନ୍ତରେ ଭାପୁର ଫାଣ୍ଡିରେ ହାତ୍ୟା ମାମଲା ରୁଜୁ ହୋଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!