Thursday, September 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବୋହୂ ହେବ ତ ଏମିତି.., କରୁଥିଲେ ବେପାର

by ସଞ୍ଜୟ ସ୍ୱାଇଁ
January 14, 2021
in Nayagarh
ବୋହୂ ହେବ ତ ଏମିତି.., କରୁଥିଲେ ବେପାର
935
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବର୍ତ୍ତା): ବୋହୂ ହେବ ତ ଏମିତି । ସିଭିଲ୍ ଇଞ୍ଜିନିୟର ବୋହୂ କରୁଥିଲେ ବେପାର । ଯାହାକୁ ନେଇ ପୋଲିସ୍ ଶାଶୂ, ବୋହୂକୁ ଗିରଫ୍ କରିଛି । ଏଭଳି ଘଟଣା ଆସିଛି ଭଦ୍ରକ ଜିଲ୍ଲା ଘୁଷୁରୀ ପୋଖରୀ ଗାଁରୁ । ମିଳିଥିବା ସୂଚନାନୁସାରେ, ଭଦ୍ରକ ଜିଲ୍ଲା ଗ୍ରାମା ଳ ଥାନା ଅନ୍ତର୍ଗତ ରମ୍ଭିଲା ପ ।ୟତ ଅଧିନରେ ଥିବା ଘୁଷୁରା ପୋଖରୀ ଗାଁରେ ଆଜି ପୋଲିସ୍ ଚଢ଼ାଉ କରିଥିଲା । ଚଢ଼ାଉ କରିବା ସମୟରେ ଜଣେ ମହିଳାଙ୍କ ଘରୁ ମଦ ତିଆରି ସରଞ୍ଜାମ ଜବତ କରିଛି ପୋଲିସ୍ । ଯେଉଁ ମହିଳାଙ୍କ ଘରୁ ଏସବୁ ସାମଗ୍ରୀ ମିଳିଲା ସେ, ଦୀର୍ଘଦିନ ହେଲା ମଦ ବ୍ୟବସାୟ କରୁଥିବା ପୋଲିସ୍ ଜାଣିବାକୁ ପାଇଥିଲା । ତେଣୁ ମହିଳା ଜଣକ ଏକା ନୁହେଁ, ଶାଶୂ ବୋହୂ ମିଶିକି ମଦ ବ୍ୟବସାୟ କରୁଥିଲେ । ତେବେ ବୋହୂ ସିଭିଲ୍ ଇଞ୍ଜିନିୟରିଂ କରି ମଦ ବ୍ୟବସାୟର ବୁଦ୍ଧି ଶାଶୁ ମୁଣ୍ଡରେ ପୁରାଇଥିଲା ବୋଲି ଜଣାପଡିଛି । ତେଣୁ ପୋଲିସ୍ ଚଢ଼ାଉ ସମୟରେ ଉଦ୍ଧାର ହୋଇଥିବା ମଦ ତିଆରି ସରଞ୍ଜାମ ଓ ମଦ ଜବତ କରିବା ସହିତ ଶାଶୂ ଓ ଇଞ୍ଜିନିୟର ବୋହୂକୁ ପୋଲିସ୍ ଗିରଫ୍ କରିଥିବା ସୂଚନା ମିଳିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!