Thursday, September 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମକର ସଂକ୍ରାନ୍ତି କାହିଁକି ପାଳନ କରାଯାଏ

by ସଞ୍ଜୟ ସ୍ୱାଇଁ
January 13, 2021
in Lifestyle
ମକର ସଂକ୍ରାନ୍ତି କାହିଁକି ପାଳନ କରାଯାଏ
213
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବା ର୍ା): ରାତି ପାହିଲେ ମକର ସଂକ୍ରାନ୍ତି । ସାରା ଦେଶରେ ମକର ସଂକ୍ରାନ୍ତି ପର୍ବର ବିଶେଷ ମହତ୍ୱ ରହିଛି । ଦେଶର ବିଭିନ୍ନ ରାଜ୍ୟରେ ଏହି ପର୍ବକୁ ଅଲଗା ଅଲଗା ନାମରେ ପାଳନ କରାଯାଏ । ତାମିଲନାଡୁରେ ଆନ୍ଧ୍ର ପ୍ରଦେଶ ପୋଙ୍ଗଲ, କର୍ଣ୍ଣାଟକ, କେରଳରେ ସଂକ୍ରାନ୍ତି ପାଳନ କରାଯାଏ ଏବଂ ଗୋଆ, ଓଡ଼ିଶା, ହରିୟାଣା, ବିହାର, ଝାରଖଣ୍ଡ, ରାଜସ୍ଥାନ, ଉ ର ପ୍ରଦେଶ, ପଶ୍ଚିମବଙ୍ଗ ମଧ୍ୟ ପ୍ରଦେଶ, ମହାରାଷ୍ଟ୍ରରେ ମକର ସଂକ୍ରାନ୍ତି କୁହାଯାଏ । ସେହିଭଳି ମକର ସଂକ୍ରାନ୍ତିରେ ଗାଁ ଗହଳୀରେ ଯୁବତୀମାନେ ମକର ଚାଉଳ ଖାଇ ମକର ବସିବା ନେଇ ପରମ୍ପରା ଥିବା ଶୁଣିବାକୁ ପାଇଥିଲୁ । ପରମ୍ପରା ଅନୁସାରେ, ମକର ସଂକ୍ରାନ୍ତି ଦିନରେ ସୂର୍ଯ୍ୟଦେବ ମକର ରାଶିରେ ପ୍ରବେଶ କରିଥାନ୍ତି । ଏହି ସମୟରେ ସୂର୍ଯ୍ୟଦେବ ଦକ୍ଷିଣାୟନରୁ ଉ ରାୟଣକୁ ହୋଇଥାନ୍ତି । ପ୍ରତିବର୍ଷ ଜାନୁୟାରୀ ୧୪ରେ ମକର ସଂକ୍ରାନ୍ତି ପାଳନ କରାଯାଏ । ମକର ସଂକ୍ରାନ୍ତିରେ ଦାନ-ପୂଣ୍ୟ କରିବାର ବିଶେଷ ମହତ୍ୱ ରହିଥିବା ଜଣାପଡିଛି । ମକର ସଂକ୍ରାନ୍ତି ଦିନ ଖେଚେଡ଼ି ପ୍ରସ୍ତୁତ କରି ଏହାକୁ ଖାଇବାର ବିଶେଷ ମହତ୍ୱ ରହିଛି । ଏହି ଦିନ ରାଶି ଓ ଗୁଡର ପ୍ରସାଦ ପ୍ରସ୍ତୁତ କରି ମଧ୍ୟ ବ ।ଯାଇଥାଏ । ଅନେକ ସ୍ଥାନରେ ମକର ସଂକ୍ରାନ୍ତି ଦିନ ଗୁଡି ଉଡାଇବା ନିଆରା ପରମ୍ପରା ଓ ମଜ୍ଜା ମିଳିଥାଏ । ବିଭିନ୍ନ ସ୍ଥାନ ଓ ଅ ଳରେ ଏହାକୁ ଖେଚେଡ଼ି ଉତ୍ସବବୋଲି କୁହାଯାଇଥାଏ । ଚାଉଳକୁ ଚନ୍ଦ୍ରମାଙ୍କର ଓ ବିରି ଡ଼ାଲିକୁ ଶନିଙ୍କ ପ୍ରତୀକ ବୋଲି ମଧ୍ୟ କୁହାଯାଏ । ବୁଧ ଗ୍ରହ ସହିତ ସବୁଜ ପନିପରିବା ଜଡିତ । କୁହାଯାଏ, ଖେଚେଡିର ଉ ।ପ ମଙ୍ଗଳ ସୂର୍ଯ୍ୟଙ୍କ ସହ ଜଡ଼ିତ ଥାନ୍ତି । ଏହି ଦିନ ଗୁୟଡିକରେ ନୂଆ ଚାଉଳରେ ଭାତ ଖାଇବା ଦ୍ୱାରା ବର୍ଷସାରା ଶରୀର ଆରୋଗ୍ୟ ରହିଥାନ୍ତି । ତେଣୁ ଏହି ଦିନରେ ଖେଚେଡି ଖାଇବା ଦ୍ୱାରା ଜାତକରେ ଥିବା ଗ୍ରହ ଚାଳନାରେ ସ୍ଥିତି ଭଲ ରହିବା ସହିତ ଶରୀର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ଜଣାପଡିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!